ମାତ୍ର ୧୦ ମିନିଟରେ ତିଆରି କରନ୍ତୁ ତରଭୁଜ ମିଲକ ସେକ୍, ପେଟକୁ ବି ଥଣ୍ଡା ଆଉ ପାଟିକୁ ବି ଟେଷ୍ଟି

ଏବେ ଖରାଦିନେ ସମସ୍ତେ କିଛି ନା କିଛି ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା କରନ୍ତି। ଏଭଳି ସ୍ଥିତିରେ ଆପଣ ଚାହିଁଲେ ମାତ୍ର କମ ସମୟରେ ତରଭୁଜରେ ମିଲକ ସେକ ତିଆରି କରି ପାରିବେ।

ଆବଶ୍ୟକ ଉପକରଣ:
ଦେଢ଼ କପ୍ ତରଭୁଜ
ଅଢେଇ କପ୍ କ୍ଷୀର
୨ ଚାମଚ ଚିନି

ପ୍ରସ୍ତୁତି ପ୍ରଣାଳୀ:
ତରଭୁଜ ଓ କ୍ଷୀରକୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏଥିରେ ଚିନି ପକାଇ ପୁଣି ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏକ ଗ୍ଲାସରେ ସର୍ଭ କରନ୍ତୁ ତରଭୁଜ ମିଲକ ସେକ। ଏହା ପେଟକୁ ଥଣ୍ଡା ରଖିବା ସହ ପାଟିକୁ ମଧ୍ୟ ସୁଆଦିଆ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.