କେନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ବିଜେତାମାନଙ୍କ ନାମ ହେଉଛି Emmanuelle Charpentier ଏବଂ Jennifer A. Doudna । ଯୁଗ୍ମ ଭାବେ ଏହି ଦୁଇଜଣକୁ ପୁରସ୍କାର ପ୍ରଦାନ କରାଯିବ ।
BREAKING NEWS:
The 2020 #NobelPrize in Chemistry has been awarded to Emmanuelle Charpentier and Jennifer A. Doudna “for the development of a method for genome editing.” pic.twitter.com/CrsnEuSwGD— The Nobel Prize (@NobelPrize) October 7, 2020
ଜିନୋମ ଏଡିଟିଂ ପାଇଁ ଏକ ପଦ୍ଧତିର ବିକାଶ କରିଥିବାରୁ ଦୁହିଁଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ସ୍ୱିଡିସ ଇନଭେଣ୍ଟର ଅଲଫ୍ରେଡ ନୋବେଲଙ୍କ ନାଆରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।