ଗରମରୁ ମୁକ୍ତି ପାଇଁ ଅଟୋ ଚାଳକଙ୍କ ଅଭିନବ ଉପାୟ: ଗାଡି ଉପରେ ଲଗାଇଛନ୍ତି ବିଭିନ୍ନ ପ୍ରକାର ଗଛ, ଆରାମରେ ଯାଉଛନ୍ତି ଯାତ୍ରୀ

ନୂଆଦିଲ୍ଲୀ: ବିଟ୍‌ ଦ ହିଟ୍‌ । ଗରମରୁ ମୁକ୍ତି ପାଇଁ ଅଟୋଚାଳକଙ୍କ ଅଭିନବ ଉପାୟ । ଅଟୋ ଉପରେ ଲଗାଇଛନ୍ତି ବିଭିନ୍ନ ପ୍ରକାର ଗଛ । ଆଉ ସେଥିରେ ଯାତ୍ରୀଙ୍କୁ ନେଉଛନ୍ତି । ଗରମରୁ ମୁକ୍ତି ପାଇବା ପାଇଁ ରାଜଧାନୀ ଦିଲ୍ଲୀରେ ଜଣେ ଅଟୋ ଚାଳକ ଏପରି ଉପାୟ ଆପଣାଇଛନ୍ତି ।

tree

ଏହି ଅଟୋ ଚାଳକଙ୍କ ନାଁ ହେଉଛି ମହେନ୍ଦ୍ର କୁମାର । ଗୋଟିଏ କି ଦୁଇଟି ନୁହେଁ । ନିଜ ଅଟୋ ଉପରେ ପ୍ରାୟ ୨୫ ପ୍ରକାର ଗଛ ଲଗାଇଛନ୍ତି ମହେନ୍ଦ୍ର । ଗଛ ଲଗାଇବା ଦ୍ୱାରା ଗରମ ଅନୁଭୂତ ହେଉନି । ତେଣୁ ଆରାମରେ ଯାତ୍ରୀ ଯଆଆସ କରିପାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.