ପାରମ୍ପରିକ ଭାରତୀୟ ବେଶପୋଷାକ ପରିଧାନ କରି ନୋବେଲ ପୁରସ୍କାର ନେଲେ ଅଭିଜିତ ବାନାର୍ଜୀ, ପତ୍ନୀ ବି ପିନ୍ଧିଲେ ଶାଢୀ

କେନ୍ୟୁଜ୍(ବ୍ୟୁରୋ): ନୋବେଲ୍‌ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀଙ୍କର ଦେଶୀ ଅବତାର । ପୁରସ୍କାର ଗ୍ରହଣ କରିବା ପାଇଁ ଭାରତୀୟ ପୋଷାକ ପହଞ୍ଚିଥିଲେ ଅର୍ଥଶାସ୍ତ୍ରୀ ଅଭିଜିତ୍‌ । ଧୋତୀ ଏବଂ ପାଇଜାମା ପିନ୍ଧି ପୁରସ୍କାର ଗ୍ରହଣ କରିଥିଲେ ଅଭିଜିତ୍‌ । ସେହିପରି ଅଭିଜିତଙ୍କ ପତ୍ନୀ ଏଷ୍ଟର ଡୁଫ୍ଲୋ ଶାଢୀ ପିନ୍ଧି ପୁରସ୍କାର ଗ୍ରହଣ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.