Below header

ଆଜିଠୁ ମହଙ୍ଗା ମାଡ଼, ବଢିଲା ଆମଦାନୀ ଶୁଳ୍କ

ଦିଲ୍ଲୀ(କେନ୍ଯୁଜ୍) : ଆଜିଠାରୁ ୧୯ଟି ସାମଗ୍ରୀ ଉପରେ ଆମଦାଦୀ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ଏସି, ଫ୍ରିଜ୍‌, ଓ୍ଵାସିଂ ମେସିନ୍‌ ଆଦି ଦର ବୃଦ୍ଧି ହୋଇଛି । ବିମାନ ଯାତ୍ରା ମଧ୍ୟ ଆଜିଠୁ ମହଙ୍ଗା ହୋଇଛି । ଏସି, ଫ୍ରିଜ୍‌, ଓ୍ଵାସିଂ ମେସିନ୍‌ ଉପରେ ଆମଦାଦୀ ଶୁଳ୍କ ୧୦ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି ହୋଇଛି । କମ୍ପ୍ରେସର ଉପରେ ୭.୫ ପ୍ରତିଶତରୁ ୧୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ହୀରା, ଗହଣା ପ୍ରସ୍ତୁତି ପାଇଁ କଞ୍ଚାମାଲ, ପ୍ଲାଷ୍ଟିକ୍‌ ସାଓ୍ଵାର ବାଥ୍‌, ସିଙ୍କ, ଓ୍ଵାସ୍‌ ବେସିନ୍‌ ଉପରେ ମଧ୍ୟ ୧୦ରୁ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.