ଦେଶ ଆଜି ପାଳୁଛି ପଦାତିକ ବାହିନୀ ଦିବସ

ନୂଆଦିଲ୍ଲୀ : ଦେଶ ଆଜି ପାଳୁଛି ପଦାତିକ ବାହିନୀ ଦିବସ। ନ୍ୟାସନାଲ ୱାର ମେମୋରିଆଲ ଠାରେ ସ୍ଥଳସେନା ମୁଖ୍ୟ ବିପିନ ରାୱତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦେଶର ସୁରକ୍ଷାରେ ପଦାତିକ ବାହିନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଷ୍ଟ୍ରର ସୁରକ୍ଷାରେ ପଦାତିକ ବାହିନୀର ଯୋଗଦାନ ଓ ଗୌରବମୟ ଇତିହାସ ନେଇ ଏହାକୁ ପାଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.