୪% ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ସରକାରଙ୍କ ନୂଆ ଘୋଷଣା

ଆସାମ ସରକାର ଦୀପାବଳି ପୂର୍ବରୁ ନିଜ କର୍ମଚାରୀଙ୍କୁ ମହଙ୍ଗ ଭତ୍ତା ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟ କର୍ମଚାରୀଙ୍କ ଡିଏକୁ ୪% ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

ଆସାମ ସରକାର ଦୀପାବଳି ପୂର୍ବରୁ ନିଜ କର୍ମଚାରୀଙ୍କୁ ମହଙ୍ଗ ଭତ୍ତା ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟ କର୍ମଚାରୀଙ୍କ ଡିଏକୁ ୪% ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହାସହ ଅଣ-ଗେଜେଟେଡ୍ କର୍ମଚାରୀମାନଙ୍କୁ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ବୋନସ ଦିଆଯିବ ।

money

ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ସୂଚନା ଦେଇ କହିଛନ୍ତି ଯେ, ଦୀପାବଳି ଉପହାର ଭାବେ ରାଜ୍ୟ କ୍ୟାବିନେଟ ସମସ୍ତ ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଛି । ମହଙ୍ଗା ଭତ୍ତାର ଏହି ବୃଦ୍ଧି ୧ ଜୁଲାଇ ୨୦୨୩ ଠାରୁ କାର୍ଯ୍ୟକାରୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.