Browsing Tag

assam

ଆସାମ ଜେଲ୍‌ରେ ଥିବା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଲଢ଼ିବେ ନିର୍ବାଚନ, ହୋଇପାରନ୍ତି ସ୍ୱାଧୀନ ପ୍ରାର୍ଥୀ

ନିର୍ବାଚନ ଲଢ଼ିବେ ଅମୃତପାଲ ସିଂ । ଖଲିସ୍ତାନୀ ସମର୍ଥକ ତଥା 'ୱାରିସ୍ ପଞ୍ଜାବ ଦେ' ସଙ୍ଗଠନର ମୁଖ୍ୟ ଅମୃତପାଲ ସିଂ ପଞ୍ଜାବରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଖଡୁର ସାହିବ ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି । ଅମୃତପାଲଙ୍କ ଓକିଲ…

ଆତଙ୍କବାଦୀ ସଂଗଠନ ISIS ର ଦୁଇ ଆତଙ୍କବାଦୀ ଗିରଫ, ନିର୍ବାଚନ ସମୟରେ ରଚିଥାନ୍ତେ ଆତଙ୍କ

ଆସାମରୁ ଆତଙ୍କବାଦୀ ସଂଗଠନ ISIS ର ଦୁଇ ଆତଙ୍କବାଦୀ ଗିରଫ । ISIS ର ଭାରତ ମୁଖ୍ୟ ହାରିସ ଫାରୁକିକୁ ବାନ୍ଧିଛି ପୋଲିସ । ସେହିପରି ହାରିସର ସହଯୋଗୀ ରିହାନକୁ ବି ଗିରଫ କରାଯାଇଛି । NIAର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଉଭୟ ଥିଲେ । ବିଶେଷ ସୁତ୍ରରୁ ଖବର ପାଇ STF ଉଭୟଙ୍କୁ ଗିରଫ କରିଛି ।…

କାଜିରଙ୍ଗା ନ୍ୟାସନାଲ ପାର୍କରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି, ହାତୀ ଉପରେ ବସି ବୁଲିଲେ ଜଙ୍ଗଲ

ଆଜି ସକାଳୁ ସକାଳୁ ଆସାମର କାଜିରଙ୍ଗା ଅଭୟାରଣ୍ୟ ବୁଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାତୀ ପିଠିରେ ବସିଲେ ଆଉ ଜିପ୍ ସଫାରୀ କଲେ । ଜାତିସଂଘ ଦ୍ବାରା ବିଶ୍ବ ଐତିହ୍ୟ ସ୍ଥଳ ଘୋଷିତ ଏହି ପ୍ରାଣୀ ଉଦ୍ୟାନକୁ ପ୍ରଥମ ଥର ଆସିଛନ୍ତି ମୋଦି । ପ୍ରଥମେ ସେ ସେର୍ଟ୍ରାଲ କୋହୋରା ରେଞ୍ଜରେ…

ଅମୃତପାଲ ସିଂଙ୍କ ପାଖରୁ ମୋବାଇଲ୍‌ ଫୋନ୍‌ ଓ କ୍ୟାମେରା ଜବତ, ଡିବ୍ରୁଗଡ଼ କେନ୍ଦ୍ରୀୟ ଜେଲ୍‌ ଅଧୀକ୍ଷକ ଗିରଫ

'ୱାରିସ୍ ପଞ୍ଜାବ ଦେ' ସଙ୍ଗଠନର ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ବର୍ତ୍ତମାନ ଆସାମସ୍ଥିତ ଡିବ୍ରୁଗଡ ସେଣ୍ଟ୍ରାଲ ଜେଲରେ ଅଛନ୍ତି । ଏବେ ଏହି ଜେଲରୁ ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଜେଲରେ ଥିବା ଅମୃତପାଲଙ୍କ ପାଖରୁ ମୋବାଇଲ୍ ଫୋନ୍ ଏବଂ ଏକ…

ଆସାମ: ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧିଙ୍କ ବସ୍‌ ଅଟକାଇଲେ ଲୋକେ, କଂଗ୍ରେସ ନେତା ଦେଲେ Flying Kiss

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଚାଲିଛି । ଯାତ୍ରା ଏହି ସମୟରେ ଆସାମ ଦେଇ ଯାଉଛି । କିନ୍ତୁ ଆଜି ରାଜ୍ୟର ସୋନିତପୁର ଜିଲ୍ଲାରେ ରାହୁଲ ଗାନ୍ଧିଙ୍କ ବସ୍‌କୁ କିଛି ଲୋକ ଅଟକାଇ ଦେଇଥିଲେ । ଯେତେବେଳେ ଲୋକେ ବିରୋଧ ପ୍ରଦର୍ଶନ କରି ବସ୍‌ ସାମ୍ନାକୁ…

ମାଛର ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଜାଣନ୍ତୁ କେଉଁଠାରେ ମିଳିଲା ଏହି ଦାମୀ ମାଛ

ଆସାମର ଦିବ୍ରୁଗଡ ଏୟାରପୋର୍ଟରେ ଫରେଷ୍ଟ ଡିପାର୍ଟମେଣ୍ଟ ୫୦୦ଟି ବିରଳ ଚାନ୍ନା ବାର୍କା ମାଛ ଜବତ କରିଛି । ଆଜି ପର୍ଯ୍ୟନ୍ତ ଭିତରେ ଏହା ହେଉଛି ସବୁଠାରୁ ମୂଲ୍ୟବାନ ମାଛ ଜବତ । ପୂର୍ବରୁ ଏତେ ମୂଲ୍ୟବାନ ମାଛ କେବେ ବି ଜବତ ହୋଇନଥିଲା । ଏହି ଜବତ ବିଷୟରେ କହିବା ସମୟରେ ଆସାମ ମୁଖ୍ୟମନ୍ତ୍ରୀ…

କେତେ ଅମାନୁଷିକ…! କୁକୁଡ଼ା ପ୍ରାଇଭେଟ୍‌ ପାର୍ଟରେ ବାଣ ଖଞ୍ଜି ଫୁଟାଇଲେ ୪ ଯୁବକ, ଛଟପଟ ହୋଇ ମରିଗଲା ନିରୀହ ପକ୍ଷୀ

ମଣିଷ ଏତେ ଅମାନୁଷିକ କିପରି ହୋଇପାରେ? ଜୀବଜନ୍ତୁଙ୍କ ପ୍ରତି କ୍ରୁରତା ଏବେ ସୀମା ଟପିଗଲାଣି। ନିରୀହ ଜୀବକୁ ମଣିଷ ଯେଉଁଭଳି ଭାବେ କଷ୍ଟ ଦେଉଛି, ତାହା କହିବା ଅସମ୍ଭବ। ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବେଳେବେଳେ ମଣିଷ ମଜା ନେବା…

୪% ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ସରକାରଙ୍କ ନୂଆ ଘୋଷଣା

ଆସାମ ସରକାର ଦୀପାବଳି ପୂର୍ବରୁ ନିଜ କର୍ମଚାରୀଙ୍କୁ ମହଙ୍ଗ ଭତ୍ତା ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟ କର୍ମଚାରୀଙ୍କ ଡିଏକୁ ୪% ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହାସହ ଅଣ-ଗେଜେଟେଡ୍ କର୍ମଚାରୀମାନଙ୍କୁ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ବୋନସ ଦିଆଯିବ ।…

ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ଆସାମର ସରକାରୀ କର୍ମଚାରୀ

ବହୁବିବାହକୁ ନେଇ ଆସାମ ସରକାର ନିଜ କର୍ମଚାରୀମାନଙ୍କୁ କଡ଼ା ଚେତାବନୀ ଜାରି କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ ଯଦି କୌଣସି କର୍ମଚାରୀଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ଏବେ ବି ଜୀବିତ ଅଛନ୍ତି, ତେବେ ସେ ସରକାରଙ୍କ ବିନା ଅନୁମତିରେ ପୁନଃ ବିବାହ କରିପାରିବେ ନାହିଁ। ଯଦି କେହି…

ନାବାଳିକାକୁ ନିର୍ଯାତନା ସହ ଡଷ୍ଟବିନରେ ଖାଇବାକୁ ଦେଉଥିଲେ ମେଜର ଏବଂ ତାଙ୍କ ପତ୍ନୀ, ପୋଲିସ କଲା ଗିରଫ

ଭାରତୀୟ ସେନା ମେଜର ଏବଂ ତାଙ୍କ ପତ୍ନୀଙ୍କୁ ଘର କାମ ପାଇଁ ରଖିଥିବା ଜଣେ ନାବାଳିକାକୁ ନିର୍ଯାତନା ଦେବା ଏବଂ ଡଷ୍ଟବିନରେ ଖାଇବାକୁ ଦେଇଥିବା ଅଭିଯୋଗରେ ଆସାମ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ମେଜରଙ୍କ ନାମ ଶୈଳେନ୍ଦ୍ର ଯାଦବ ବୋଲି ଜଣାପଡିଛି । ଖବର ମୁତାବକ, ଆସାମର ଦିମାରେ…

ଆସାମକୁ ମିଳିବ ୪ ନୂଆ ଜିଲ୍ଲା ଓ ୮୧ ଉପଜିଲ୍ଲା, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମାଙ୍କ ଘୋଷଣା

ଆସାମକୁ ମିଳିବ ୪ ନୂଆ ଜିଲ୍ଲା। ଦେଶର ଏହି ପୂର୍ବୋତ୍ତର ରାଜ୍ୟରେ ୪ ନୂତନ ଜିଲ୍ଲା ଗଠନ ହେବ। ଶୁକ୍ରବାର ଏ ନେଇ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା। ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳର ୧୦୦ତମ ବୈଠକରେ ଅଧ୍ୟକ୍ଷତା କରି ଗଣମାଧ୍ୟମ ସମ୍ମିଳନୀରେ ଏହି ସୂଚନା…

ହିମାଚଳ ପ୍ରଦେଶ ଏବଂ ଆସାମରେ ପ୍ରବଳ ବର୍ଷା: ଭୂସ୍ଖଳନ ଯୋଗୁଁ ଲେହ-ମନାଲୀ ରାସ୍ତା ବନ୍ଦ, ୧୦୦ରୁ ଉର୍ଦ୍ଧ୍ବ ମେଣ୍ଢା…

ହିମାଚଳ ପ୍ରଦେଶରେ ମୌସୁମୀ ପହଞ୍ଚିବା ପୂର୍ବରୁ ପ୍ରବଳ ବର୍ଷା ହୋଇଛି । ମଣ୍ଡି ଜିଲ୍ଲାରେ ରାତିରେ ୫ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହୋଇଛି । ପ୍ରବଳ ବର୍ଷ ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ପାର୍କିଂ ହୋଇଥିବା ଗାଡି ପୋତି ହୋଇଯାଇଛି । ପାଖାପାଖି…