Browsing Tag

assam

ଆସାମରେ ବିଜେପି ମହିଳା ନେତ୍ରୀଙ୍କୁ ହତ୍ୟା, ମୃତଦେହକୁ ଏନ୍‌ଏଚ୍‌-୧୭ରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଆସାମର ଗୋଲପାରା ଜିଲ୍ଲାରେ ଜଣେ ବିଜେପି ମହିଳା ନେତ୍ରୀଙ୍କ ମୃତଦେହ ୧୭ ନଂ. ଜାତୀୟ ରାଜପଥ ନିକଟରୁ ମିଳିଛି। ମୃତା ହେଲେ ଆସାମ ବିଜେପି ନେତ୍ରୀ ଜୋନାଲି ନାଥ। ଜୋନାଲିଙ୍କ ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ ସବୁ ଦିଗରୁ ମାମଲାର ତଦନ୍ତ…

ଆସାମର ଗୌହ୍ଵାଟୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ଛାତ୍ର ମୃତ

ଆସାମର ଗୌହ୍ଵାଟୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ଅତିକମରେ ୭ ଜଣଙ୍କର ଜୀବନ ଚାଲିଯାଇଛି । ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛି । ତେବେ…

ଆସାମ ସ୍କୁଲରେ ନୂଆ ଡ୍ରେସ କୋଡ୍‌, ସ୍କୁଲକୁ ଜିନ୍‌ସ ପ୍ୟାଣ୍ଟ ଓ ଏଣୁତେଣୁ ରଂଗର ପୋଷାକ ମନା

ଆସାମ ସ୍କୁଲରେ ନୂଆ ଡ୍ରେସ କୋଡ୍‌ । ଏଣୁତେଣୁ ପୋଷାକ ପିନ୍ଧି ସ୍କୁଲକୁ ଯାଇ ପାରିବେନି ଶିକ୍ଷକ ଶିକ୍ଷୟିତ୍ରୀ। ଜିନ୍‌ସ, ଟି-ସାର୍ଟ, ଲେଗିନ୍‌ସ ଆଦି ମନା। ମାର୍ଜିତ ପୋଷାକ ପିନ୍ଧି ସ୍କୁଲ ଯିବେ। ଉଭୟ ପୁରୁଷ ଓ ମହିଳା ଶିକ୍ଷକଙ୍କ ପାଇଁ ଡ୍ରେସ କୋଡ ଆଇନ ହୋଇଛି। ଗଣଶିକ୍ଷା ବିଭାଗରୁ ଜାରି…

ଆସାମ ପୋଲିସର ‘ଲେଡି ସିଙ୍ଘମ୍‌’ ଜୁନ୍‌ମୋନି ରାଭାଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ, CID କରିବ ତଦନ୍ତ

ଆଉ ନାହାନ୍ତି ଆସାମ ପୋଲିସର ‘ଲେଡି ସିଙ୍ଘମ୍‌’ ଜୁନ୍‌ମୋନି ରାଭା। ୩୦ ବର୍ଷୀୟା ମହିଳା ସବ୍-ଇନ୍ସପେକ୍ଟର ଜୁନ୍‌ମୋନି ରାଭାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ସେ ନିଜ ବ୍ୟକ୍ତିଗତ କାର୍‌ରେ ଥିଲେ ଏବଂ ପୋଲିସ୍ ବର୍ଦ୍ଦି ପିନ୍ଧି ନ ଥିଲେ। ସାମ୍ନାରୁ ଆସୁଥିବା ଏକ…

ବିଦା ହେବେ IPS-APS ସମେତ ଅନ୍‌ଫିଟ୍‌ ପୋଲିସ କର୍ମୀ, ଆସାମ ସରକାରଙ୍କ ଖାସ୍‌ ପ୍ଲାନ୍‌

ଆସାମ ସରକାର ପୋଲିସ ବିଭାଗ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହା ମୁତାବକ, ଯେଉଁମାନେ ‘ଡେଡ୍‌ଉଡ୍‌’ ପୋଲିସ କର୍ମୀ (ଯେଉଁମାନେ ମଦ୍ୟପାନ କରନ୍ତି, ମୋଟାପଣ ଅଛି ଏବଂ ଡ୍ୟୁଟିରେ ନିଜର ୧୦୦ ପ୍ରତିଶତ ଦେବାକୁ ଅସମର୍ଥ), ସେମାନେ ନିଜକୁ ଫିଟ୍ ରଖିବା ପାଇଁ ସରକାର ତିନିମାସ ସମୟ ଦେଇଛନ୍ତି। ଯଦି…

୭ ମାସ ଧରି ବିଛଣାରେ ପଡ଼ିଥିଲା ସ୍ତ୍ରୀ, ଘର ଭିତରେ ନିଆଁ ଲଗାଇ ଜିଅନ୍ତା ଜାଳିଦେଲା ସ୍ୱାମୀ

ଆସାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ଅସୁସ୍ଥ ମହିଳାଙ୍କୁ ତାଙ୍କ ସ୍ୱାମୀ ଜୀବନ୍ତ ଜାଳି ଦେଇଛନ୍ତି। ଘଟଣା ଘଟିଛି ରାଜ୍ୟର ଦିମା ହସାଓ ଜିଲ୍ଲାରେ। ପୋଲିସ ସୂଚନା ଅନୁସାରେ, ଏହି ଘଟଣାର ଅଭିଯୁକ୍ତ ଜୟ ସରନ ଲଙ୍ଗଥାସାଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ ମୃତା ମହିଳାଙ୍କ…

‘ବୁଲା କୁକୁରମାନଙ୍କୁ ଆସାମ ପଠାଇଦିଅ, ସେଠାକାର ଲୋକେ ଏମାନଙ୍କୁ ଖାଆନ୍ତି’; ବିଧାୟକଙ୍କ ବୟାନ ଉପରେ ହଙ୍ଗାମା

ମହାରାଷ୍ଟ୍ର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟିର ମୁଖ୍ୟ ବଚୁ କାଦୁ କହିଛନ୍ତି ଯେ ଆସାମର ଲୋକମାନେ କୁକୁର ଖାଉଛନ୍ତି, ତେଣୁ ବୁଲା କୁକୁରମାନଙ୍କ ସମସ୍ୟାକୁ ଏଡ଼ାଇବା ପାଇଁ ସେମାନଙ୍କୁ ଆସାମ ପଠାଇଦେବା ଉଚିତ। ବିଧାନସଭାରେ ବୁଲା କୁକୁର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା…

ଥରିଲା ଆସାମ! ନାଗାଓଁରେ ୪.୦ ତୀବ୍ରତାର ଭୂମିକମ୍ପ ଝଟ୍‌କା ଅନୁଭୂତ

ଆସାମର ନାଗାଓଁରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ମପାଯାଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ, ଭୂମିକମ୍ପର ଝଟ୍‌କା ଅପରାହ୍ନ ୪ଟା ୮ ମିନିଟ୍‌ରେ ଅନୁଭବ କରାଯାଇଛି। ସେହିପରି ଏହାର ଗୋଟିଏ ଦିନ ପୂର୍ବରୁ ଗୁଜରାଟର ସୁରଟ…

ଷ୍ଟେଟ୍‌ ଲେବଲ ପୋଲିସ ଭର୍ତ୍ତି ବୋର୍ଡରେ ବମ୍ପର ନିଯୁକ୍ତି, ଯୁକ୍ତ ୨ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଷ୍ଟେଟ୍‌ ଲେବଲ ପୋଲିସ ଭର୍ତ୍ତି ବୋର୍ଡ (SLPRB) ର ବନବିଭାଗ ଅଧିନରେ ୨୬୪୯ ପଦବୀରେ ଭର୍ତ୍ତି ପାଇଁ ନୋଟିସ ଜାରି ହୋଇଛି। ଏହି ଭର୍ତ୍ତି ଅଭିଯାନରେ ଆସାମ ପୋଲିସ ଭର୍ତ୍ତି ୨୦୨୩ ପାଇଁ ନୋଟିଫିକେସନ ଅଧିନରେ ଫରେଷ୍ଟର ଗ୍ରେଡ ୧, ଫରେଷ୍ଟ ଗାର୍ଡ, AFPF କନେଷ୍ଟବଳ, ଡ୍ରାଇଭର ଏବଂ ଅନ୍ୟ ପଦବୀ…

ଆସାମରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ସହ ଧକ୍କା ହେଲା ତୀର୍ଥଯାତ୍ରୀ ଗାଡ଼ି; ୩ ମୃତ, ୧୪ ଆହତ

ଆସାମର ମୋରିଗାଓଁ ଜିଲ୍ଲାରେ ସୋମବାର ସକାଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି…

ଫୁଟ୍‌ବଲ ମ୍ୟାଚ୍‌ରେ ସାଙ୍ଗର ମୁଣ୍ଡ କାଟିଲା ସାଙ୍ଗ! ହାତରେ କଟାମୁଣ୍ଡ ଧରି ପହଞ୍ଚିଲା ଥାନାରେ…ଜାଣନ୍ତୁ ପୂରା ମାମଲା

ଫୁଟ୍‌ବଲ ମ୍ୟାଚ୍‌ରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଏହା ବିଷୟରେ ଜାଣିଲେ ଆପଣଙ୍କ ଛାତି ବି ଥରି ଉଠିବ। ଆସାମରୁ ସାମ୍ନାକୁ ଆସିଥିବା ଏମିତି ହିଁ ଏକ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏଠାରେ ଏକ ଫୁଟ୍‌ବଲ ମ୍ୟାଚ୍‌ ବେଳେ ଦୁଇଜଣ ସାଙ୍ଗ ଏତେ ଜୋର୍‌ରେ ଝଗଡ଼ା ଲାଗିଥିଲେ ଯେ ଶେଷରେ ଜଣେ…

ଆସାମ: ଟେକ୍‌ଅଫ୍‌ ବେଳେ ରନ୍‌ୱେରୁ ଖସିଗଲା ଇଣ୍ଡିଗୋ ବିମାନ, କାଦୁଅରେ ଫସିଲା ଚକ; ଉଡ଼ାଣ ରଦ୍ଦ

ଆସାମର ଜୋରହାଟରେ ଟେକ୍‌-ଅଫ୍‌ କରିବା ବେଳେ ଇଣ୍ଡିଗୋର ଏକ ବିମାନ ରନ୍‌ୱେରୁ ଖସି ଯାଇଛି। ଏଥିରେ କେହି ଯାତ୍ରୀ ଆହତ ହୋଇ ନ ଥିବା ଖବର ରହିଛି। ଏହି ବିମାନ ଗୁରୁବାର ଜୋରହାଟରୁ କୋଲକାତା ପାଇଁ ଉଡ଼ାଣ ଭରି ଥାଆନ୍ତା। କିନ୍ତୁ ଏହା ପୂର୍ବରୁ ଏହି ଘଟଣା ଘଟିଥିଲା। ମାମଲାର ଯାଞ୍ଚ ପାଇଁ ଏକ ଟିମ୍‌…