Below header

ହରିଆଣା : କାର୍‌ ଦୁର୍ଘଟଣାର ଲାଇଭ୍‌ ଭିଡିଓ, ୫ ଜଣ ଆହତ ଏବେ ଡାକ୍ତରଖାନାରେ

ନୂଆଦିଲ୍ଲୀ : ହରିଆଣାରେ ଏକ କାର୍‌ ଦୁର୍ଘଟଣା ଘଟିଛି । ହରିଆଣା ଯମୁନା ନଗରଠରେ ଅତି ଦ୍ରୁତ ଗତିରେ ଆସୁଥିବା ଏହି କାର୍‌ଟି ପ୍ରଥମେ ରାସ୍ତା ଉପରେ ଜଣେ ସାଇକେଲ ଚାଳକ ଓ ଜଣେ ବାଇକ୍‌ ଚାଳକକୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାର୍‌କୁ ଖୁବ୍‌ ଜୋର୍‌ରେ ଧକ୍କା ଦେଇଥିଲା । ଏହାର ସିସିଟିଭି ଦୃଶ୍ୟକୁ ଦେଖଇଲେ ଜଣାପଡୁଛି ଯେ କାର୍‌ ଚାଳକ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହରାଇ ଏଭଳି ଦୁର୍ଘଟଣା ଘଟାଇଛନ୍ତି । ଏଥଇରେ ୫ ଜଣ ଆହତ ହୋଇଛନ୍ତି । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.