ବିଶ୍ୱର ୧୮ଟି ଦେଶକୁ ବ୍ୟାପିଛି କରୋନା ଭାଇରସ୍‌, ଚୀନରେ ଗଲାଣି ୨୫୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ବିଶ୍ୱର ୧୮ଟି ଦେଶକୁ ବ୍ୟାପିଛି କରୋନା ଭାଇରସ୍‌ । କେବଳ ଚୀନରେ ୨୫୮ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି । ଏହା ସହ ପ୍ରାୟ ୧୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ଘୋଷଣା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.