ଦିଲ୍ଲୀର ୯ କୋଟଲା ରୋଡ୍ ହେବ କଂଗ୍ରେସ କାର୍ଯ୍ୟାଳୟର ନୂଆ ଠିକଣା, ଆସନ୍ତା ଡିସେମ୍ବର ୨୮ରେ ହେବ ଗୃହ ପ୍ରବେଶ

ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ମିଳିବ ନୂଆ ଠିକଣା । ଦିଲ୍ଲୀର ୯ କୋଟଲା ରୋଡ୍ ହେବ ନୂଆ ଠିକଣା । ଆସନ୍ତା ଡିସେମ୍ବର ୨୮ରେ ଗୃହ ପ୍ରବେଶ । କଂଗ୍ରେସର ନୂଆ କାର୍ଯ୍ୟାଳୟକୁ ସୋନିଆ ଗାନ୍ଧି ଉଦ୍‌ଘାଟନ କରିବେ । ଡିସେମ୍ବର ୨୮ ହେଉଛି କଂଗ୍ରେସ ପ୍ରତିଷ୍ଠା ଦିବସ । ନୂତନ କାର୍ଯ୍ୟାଳୟ ଇନ୍ଦରା ଭବନ ନିର୍ମାଣ ଶେଷ ପର୍ଯ୍ୟାୟରେ । ଏହି ଭବନରେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ସେବା ଦଳ ଓ ଅନ୍ୟ ଛାମୁଆ ସଂଗଠନର କାର୍ଯ୍ୟାଳୟ ମଧ୍ୟ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.