ଚୀନରେ କାୟା ମେଲାଉଛି କରୋନା, ମୃତ୍ୟୁସଂଖ୍ୟା ୧୩୨ ଛୁଇଁଥିବା ବେଳେ ୫ହଜାରରୁ ଅଧିକ ଆକ୍ରାନ୍ତ

ନୂଆ ଦିଲ୍ଲୀ: ଏଯାବତ ଚୀନରେ ଶତାଧିକ ଲୋକଙ୍କ ପ୍ରାଣ ନେଲାଣି କରୋନା । ମିଳିଥିବା ତଥ୍ୟ ଅନୁଯାୟୀ ମୃତ୍ୟୁସଂଖ୍ୟା  ପାଖାପାଖି ୧୩୨ ଅଙ୍କ ଛୁଇଁଥିବା ବେଳେ ୫ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ବିଶେଷ ଭାବେ ଚିନର ଊହାନ ଅଂଚଳରେ ନିଜ କାୟା ବିସ୍ତାର କରି ଚାଲିଛି । ପ୍ରାୟ ୫୦୦ ଲୋକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ୧୩୦୦ ମାମଲା ସାମ୍ନାକୁ ଆସିଥିବା ବେଳେ ୪,୫୦୦ ଲୋକଙ୍କ ଠାରେ ଭାଇରସ ରହିଥିବା ନଜର ଆସିଛି । ଚିନର ହୁବେଇ ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ବୋଲି ଜଣାଯାଇଛି ।

corona virus new

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.