ଇନସ୍ୟୁରାନ୍ସରେ କରୋନା ହେବ ଅନ୍ତର୍ଭୁକ୍ତ, ଘୋଷଣା କରିଛି IRDA

କେନ୍ୟୁଜ୍(ବ୍ୟୁରୋ):  ଇନସ୍ୟୁରାନ୍ସରେ କରୋନା ଅନ୍ତର୍ଭୁକ୍ତ । ଏନେଇ ଘୋଷଣା କରିଛି Insurance Regulatory and Development Authority Of India ବା IRDA । ଆଇସୋଲେସନରେ ରହିଲେ ମଧ୍ୟ ମିଳିବ ବୀମାରାଶି । କ୍ୱାରେଣ୍ଟାଇନରେ ରହିଲେ ବିମା ରାଶି ପ୍ରଦାନ କରାଯିବ । ଏନେଇ ସମସ୍ତ ବୀମା କମ୍ପାନୀଙ୍କୁ ଚିଠି ଲେଖିଛି IRDA । କରୋନା ଆକ୍ରାନ୍ତଙ୍କୁ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ଏହାସହ ଗାଇଡଲାଇନ୍ସ ବି ଜାରି କରିଛି IRDA ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.