କିସ୍‌ କରୁଥିବା କପଲଙ୍କ ମଝିରେ ଯୁବକ ଜଣକ କଲେ କିଛି ଏମିତି, ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ ଆପଣ

ପ୍ରତିଦିନ ସୋସିଆଲ ମିଡିଆରେ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ ହେଉଛି। କେଉଁଠାରେ କପଲ ସବୁ ଲାଜସରମକୁ ପୋଡ଼ି ଅଶ୍ଳୀଳ କାଣ୍ଡ କରୁଛନ୍ତି ତ ଆଉ କେଉଁଠି ଲୋକ ଗହଳିରେ ବି ଶାରୀରିକ ସମ୍ପର୍କ ରଖୁଛନ୍ତି। ଏବେ ସେହିଭଳି ଏକ ପ୍ରେମୀଯୁଗଳଙ୍କ ଲଜ୍ଜାଜନକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଜଣେ କପଲଙ୍କ ସହ କିଛି ଏମିତି କରିଛନ୍ତି ଯାହା ଦେଖିବା ପରେ ଆପଣ ବି ନିଜ ହସ ରୋକିପାରିବେ ନାହିଁ।

kissing couple

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ ଏକ ପ୍ରେମୀ ଯୁଗଳ ଜନଗହଳିପୂର୍ଣ୍ଣ ସ୍ଥାନରେ ପରସ୍ପରକୁ କିସ୍‌ କରୁଛନ୍ତି। ଇତିମଧ୍ୟରେ ଜଣେ ବ୍ୟକ୍ତି ଦୌଡ଼ି ଦୌଡ଼ି ଆସି ଭିନ୍ନ ଅନ୍ଦାଜରେ ତାଙ୍କୁ ଧକ୍କା ମାରୁଛି। ଫଳରେ କିସ୍‌ କରୁଥିବା କପଲ ତଳେ ପଡ଼ିଯାଉଛନ୍ତି।


ଏହି ଭିଡିଓକୁ ଜଣେ ୟୁଜର ନିଜ ଟ୍ଵିଟରରେ ପୋଷ୍ଟ କରିଛନ୍ତି। ଭିଡିଓକୁ ଏବେ ପର୍ଯ୍ୟନ୍ତ ହଜାରେରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ତେବେ ଭିଡିଓଟି କୌଣସି ବାହାର ଦେଶର ବୋଲି କୁହାଯାଉଛି। ଏ ନେଇ ଲୋକେ ଭିନ୍ନ ଭିନ୍ନ ରିଆକ୍ସନ୍‌ ଦେଉଥିବା ଦେଖିବାକୁ ମିଳିଛି।