ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଗିରଫ, ନ୍ୟୁୟର୍କର ମେନହେଟନ କୋର୍ଟରେ ହାଜର

ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍‌ସଙ୍କୁ ଅର୍ଥ ଦେବା ମାମଲାରେ ବନ୍ଧା ହୋଇଛନ୍ତି । ଗିରଫ ପରେ ନ୍ୟୁୟର୍କର ମେନହେଟନ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଟ୍ରମ୍ପଙ୍କୁ ପୋଲିସ ହେପାଜତକୁ ନେଇଛି ।

କେନ୍ୟୁଜ୍(ବ୍ୟୁରୋ):  ଗିରଫ ହେଲେ ଡୋନାଲ୍‌ଡ ଟ୍ରମ୍ପ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଗିରଫ । ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍‌ସଙ୍କୁ ଅର୍ଥ ଦେବା ମାମଲାରେ ବନ୍ଧା ହୋଇଛନ୍ତି । ଗିରଫ ପରେ ନ୍ୟୁୟର୍କର ମେନହେଟନ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଟ୍ରମ୍ପଙ୍କୁ ପୋଲିସ ହେପାଜତକୁ ନେଇଛି । ୨୦୧୬ରେ ଟ୍ରମ୍ପଙ୍କ ସହ ଆଫେୟାର୍ସ ନେଇ ପ୍ରଘଟ କରିଥିଲେ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ । ତାଙ୍କୁ ମୁହଁ ଚୁପ୍‌ ରଖିବାରୁ ଟ୍ରମ୍ପ ୧ଲକ୍ଷ ୩୦ହଜାର ଡଲାର ଦେଇଥିବା ଅଭିଯୋଗ ରହିଥିଲା । ଏହି ମାମଲାରେ ଟ୍ରମ୍ପଙ୍କୁ ନ୍ୟୁୟର୍କ ମାନହଟନର ଗ୍ରାଣ୍ଡ ଜୁରୀ ଦୋଷୀ ସାବ୍ୟସ୍ତ କରିଥିଲେ । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.