ନୂତନବର୍ଷରେ ଗର୍ଭବତୀ ମହିଳାଙ୍କ ପାଇଁ ୧୦୦ ଆମ୍ବୁଲାନ୍ସ ସେବା ଯୋଗାଇବେ ସରକାର

ସରକାର ନୂଆବର୍ଷରେ ଗର୍ଭବତୀ ମହିଳାଙ୍କ ପାଇଁ ୧୦୦ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇବେ। ଏହି ଆମ୍ବୁଲାନ୍ସ ଗର୍ଭବତୀ ମହିଳାଙ୍କୁ ତ୍ରୁତୀୟ ମାସରୁ ହିଁ ଟେଷ୍ଟ ପାଇଁ ଘରୁ ନେବ ଆଉ ଛାଡିବା କାମ କରିବ। ଆମ୍ବୁଲାନ୍ସ କିଣିବା ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି ଏବଂ ଜଲଦି ସ୍ୱାସ୍ଥ୍ୟ ବିଭାବ ଏହାକୁ କାଯ୍ୟର୍କାରୀ କରିବେ।

ଆମ୍ବୁଲାନ୍ସ ସୁବିଧା ପାଇବା ପାଇଁ ମହିଳାଙ୍କ ପାଇଁ ଟୋଲ ନମ୍ବର ଜାରୀ କରାଯିବ। ଅଧଘଣ୍ଟା ଭିତରେ ଏହି ଆମ୍ବୁଲାନ୍ସ ଗର୍ଭବତୀ ମହିଳାଙ୍କୁ ଘରକୁ ଯାଇ ପହଁଚିବ। ଏହାପରେ ମହିଳାଙ୍କୁ ମେଡିକାଲ ଆଣି ଚିକିତ୍ସା କରିବା ପରେ ପୁଣି ନେଇ ଘରେ ଛାଡିବ।

ambulance ଏହାପରେ ଏକ ଫୋନ ଆସିବ ଏବଂ ପ୍ରଶ୍ନ କରାଯିବ ତୁମେ ଏହି ସର୍ଭିସରେ ଖୁସି ହେଲ ନା ନାହିଁ। ଯଦି ଆପଣଙ୍କୁ କିଛି ଆମ୍ବୁଲାନ୍ସ ପାଇଁ ସମସ୍ୟା ହେଲା ତେବେ ଆପଣ ଅଭିଯୋଗ ମଧ୍ୟ ରୁଜୁ କରିପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହିମାଚଳ ପ୍ରଦେଶ ସରକାର ପ୍ରସବ ହେବା ପରେ ମା’ ଏବଂ ଶିଶୁଙ୍କୁ ଘରେ ଛାଡିବା ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଯୋଗାଇବେ।

Leave A Reply

Your email address will not be published.