ନେପାଳରେ ହେଲିକପ୍ଟର ନିଖୋଜ, ମିଳୁନି ୬ ଯାତ୍ରୀଙ୍କ ପତ୍ତା

ନେପାଳର କାଠମାଣ୍ଡୁରେ ହେଲିକପ୍ଟର ନିଖୋଜ । ସେଥିରେ ୬ ଜଣ ଲୋକ ରହିଥିବା ବେଳେ ୫ ବିଦେଶୀ ନାଗରିକ ରହିଥିଲେ । ସକାଳ ୧୦ ପରେ ହେଲିକପ୍ଟର କଣ୍ଟ୍ରୋଲ ଟାଓ୍ଵାର ଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି ।

ନେପାଳ କାଠମାଣ୍ଡୁରେ ହେଲିକପ୍ଟର ନିଖୋଜ ହୋଇଯାଇଛି । ସୋଲେଖୁମ୍ବୁରୁ କାଠମାଣ୍ଡୁ ଯାଉଥିବା ହେଲିକପ୍ଟରରେ ୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରେ ୫ ଜଣ ବିଦେଶୀ ନାଗରିକ ଥିଲେ । ହେଲିକପ୍ଟରଟି ସକାଳ ୧୦ ପରେ କଣ୍ଟ୍ରୋଲ ଟାଓ୍ଵାର ଠାରୁ ସଂପର୍କ ବିଚ୍ଛିନ୍ନ ହୋଇଯାଇଥିଲା ।

ତେବେ ହେଲିକପ୍ଟର କେଉଁଆଡେ ନିଖୋଜ ହୋଇଛି, ତାହାର ସନ୍ଧାନ ଚାଲିଛି ।

ସୂଚନା ମୁତାବକ, ୬ ଜଣଙ୍କୁ ନେଇ ଯାତ୍ରା କରୁଥିବା ବିମାନଟି ମାଉଣ୍ଟ ଏଭରେଷ୍ଟ ନିକଟରେ ନିଖୋଜ ହୋଇଯାଇଥିଲା ।  ହେଲିକପ୍ଟରଟି ସକାଳ ୧୦ ପରେ କଣ୍ଟ୍ରୋଲ ଟାଓ୍ଵାର ଠାରୁ ସଂପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହେବା ପରେ ତା’ର ସନ୍ଧାନ କାର୍ଯ୍ୟ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.