ରେଷ୍ଟୁରାଣ୍ଟର ମାଗଣା WiFi ରୁ ହୋମ ୱାର୍କ ପୂରା କରୁଥିଲେ ଦୁଇ ଛାତ୍ରୀ, ଫଟୋ ଭାଇରଲ ହେବା ପରେ ଜମା ହୋଇଗଲା ୧.୪୦ ଲକ୍ଷ ଡଲାର

ଅନଲାଇନ ଫଣ୍ଡ ଜମା କରୁଥିବା ଏକ ସଂସ୍ଥା ଆମେରିକାର ଦୁଇ ସ୍କୁଲ ଛାତ୍ରୀଙ୍କ ପାଇଁ ୧,୪୦,୦୦୦ ଡଲାରରୁ ଅଧିକ ଟଙ୍କା ଯୋଗାଡ଼ କରିବାରେ ସଫଳ ହୋଇଛି। ଛାତ୍ରୀ ଦୁଇଜଣ ନିଜ ହୋମ ୱାର୍କ ପୂରା କରିବା ପାଇଁ ଫାଷ୍ଟ ଫୁଡ ରେଷ୍ଟୁରାଣ୍ଟର ମାଗଣା ୱାଇଫାଇ ବ୍ୟବହାର କରୁଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଯାଇଥିଲା।

ବ୍ରିଟିଶ ଇଣ୍ଟରନେଟ ମିଡିଆ କମ୍ପାନୀ ୟୁନିଲେଣ୍ଡ ଅନୁସାରେ, ଛାତ୍ରୀ ଦୁଇଜଣଙ୍କ ଫଟୋ ଜଣେ ଇନଷ୍ଟାଗ୍ରାମ ୟୁଜରଙ୍କ ଦ୍ଵାରା ସେୟାର ହେବା ପରେ ତାହା ଭାଇରଲ ହୋଇଯାଇଥିଲା। ଏହି ଫଟୋରେ ଛାତ୍ରୀମାନେ କାର୍ଲିଫର୍ନିଆରେ ଟେକୋ ବେଲ ଆଉଟଲେଟର ପାର୍କିଂରେ ବସିଥିବା ନଜର ଆସୁଛନ୍ତି। ତେବେ ଜଣେ ୟୁଜର ଏହି ଫଟୋ ଉପରେ କମେଣ୍ଟ କରି ଲେଖିଛନ୍ତି, ଆଜିକାଲି ଯୁଗରେ ଏହା ଡିଜିଟାଲ ବିଭାଜନକୁ ଦର୍ଶାଉଛି, ଯେଉଁଠି କିଛି ଲୋକ ଇଣ୍ଟରନେଟ କନେକ୍ସନ ଆଣିପାରୁନାହାନ୍ତି।

o

ତେବେ ଯିଏ ଏହି ଫଟୋକୁ ସେୟାର କରିଥିଲେ, ସେ ଲେଖିଥିଲେ କି, ‘ଆମ ଭିତରୁ ଅନେକ ଲୋକ ଘରୁ କାମ କରିବା ପାଇଁ ଉଚିତ ୱାଇଫାଇ କିମ୍ବା ଏକ ଶାନ୍ତ ପରିବେଶ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ପ୍ରି ସ୍କୁଲରୁ ନେଇ କଲେଜ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ର ପାଖରେ ୱାଇଫାଇ ପହଞ୍ଚିବା ଦରକାର। ଖାସ କରି ଏବେ ଏବଂ ଆଜିର ସମୟରେ’।

ଗତ ସପ୍ତାହରେ ସେୟାର କରାଯାଇଥିବା ଏହି ଫଟୋକୁ ଏ ପର୍ଯ୍ୟନ୍ତ ୭୦ ହଜାରରୁ ଅଧିକ ଲାଇକ ମିଳିସାରିଲାଣି। ଦ କାର୍ଲିଫର୍ନିଆନ ମୁତାବକ, ଫଟୋ ଭାଇରଲ ହେବା ପରେ ଜିଲ୍ଲା ଅଧିକାରୀ ଛାତ୍ରୀ ଦୁଇଜଣଙ୍କ ଘରେ ଇଣ୍ଟରନେଟ ହଟସ୍ପଟ ଲଗାଇ ଦେଇଛନ୍ତି।

 

View this post on Instagram

 

My mom sent me this picture today. These 2 young girls were looking for a place with WiFi to do their school work so they sat near Taco Bell to connect to the free WiFi. A lot of us don’t have to worry about having a proper WiFi connection or a quiet place to work from home. Every student from preschool through college should have free access to reliable WiFi especially now. What can we do as a community to pull together for students who need something as simple as WiFi in order to succeed? Please share and tag people in our community who can help. UPDATE: THE GIRLS WERE IDENTIFIED BY THEIR SCHOOL DISTRICT AND GIVEN HOTSPOTS! I’M SURE THERE ARE OTHER CHILDREN IN NEED, I AM HOPING THEY ALL GET THE TOOLS THEY NEED! IF LOCAL BUSINESSES WOULD LIKE TO DONATE THEIR SPACE TO SET UP OUTDOOR INTERNET CAFES, PLEASE LET ME KNOW. I WOULD LOVE TO HELP RALLY UP SUPPLIES AND MAN POWER! I ENCOURAGE EVERYONE TO REACH OUT TO YOUR OWN COMMUNITIES TO HELP STUDENTS IN YOUR AREA PLEASE CHECK OUT THE UPDATE ON THE FALSE POLICE ALLEGATIONS MADE BY A REPOSTER OF THIS PICTURE! DO HOMEWORK BEFORE YOU DONATE TO ANYONE. UNFORTUNATELY THERE IS QUESTIONABLE BEHAVIOR. HOPING THAT THOSE HELPING HAVE GOOD INTENTIONS. 😞 Although I appreciate it, please don’t follow my page. It’s only public for now because of this picture but I will be erasing all new followers. #freewifi #salinas #equityineducation #socialinjustice #socialinequality #educationmatters #wififorall #educationforall #salinascalifornia #digitaldivide #cometogether #communitylove #ittakesavillage #saveourkids #dosomething

A post shared by ✌️ ❤️ 😃 (@ms_mamie89) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.