ପଞ୍ଜାବ: ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ପଞ୍ଜାବ ପଠାନକୋଟ ରଞ୍ଜିତ ସାଗର ଡ୍ୟାମରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ହେଲିକପ୍ଟରରେ ଥିବା ୨ଜଣ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ପଠାନକୋଟରୁ ରୁଟିନ ଅଭ୍ୟାସ ପାଇଁ ଉଡାଣ ଭରିଥିଲା ହେଲିକପ୍ଟର।