ପଦରୁ ଇସ୍ତଫା ଦେବେ ଲେବାନନ ପ୍ରଧାନମନ୍ତ୍ରୀ ହସନ ଡାବ୍‌: ବେରୁତ ବନ୍ଦରରେ ବିସ୍ଫୋରଣ ପରେ ଦେଶରେ ହିଂସା ଭଳି ସ୍ଥିତି

ଲେବାନନ : ପଦରୁ ଇସ୍ତଫା ଦେବେ ଲେବାନନ ପ୍ରଧାନମନ୍ତ୍ରୀ ହସନ ଡାବ୍‌ । ବେରୁତ ବନ୍ଦରରେ ବିସ୍ଫୋରଣରେ ୧୬୦ ଜଣଙ୍କ ପ୍ରାଣହାନି ପରେ ଦେଶରେ ବ୍ୟାପକ ପ୍ରତିବାଦ ସହ ହିଂସା ଭଳି ପରିସ୍ଥିତି ଉପୁଜିଛି । ଶତାଧିକ ଆହତ ହୋଇଥିବା ବେଳେ ଲକ୍ଷାଧିକ ଲୋକ ବାସସ୍ଥାନ ହରାଇଛନ୍ତି । ଏହା ଲେବାନନ ସରକାରଙ୍କ ସଂପୂର୍ଣ୍ଣ ବିଫଳତା ବୋଲି କହିଛନ୍ତି ହସନ ଜାବ । ସେପଟେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ କ୍ୟାବିନେଟର ସମସ୍ତ ସଦସ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.