ପୂର୍ବ ଲଣ୍ଡନର ସଡ଼କରେ ଦୁର୍ବୃତ୍ତଙ୍କ ଛୁରୀ ଆକ୍ରମଣ ଘଟଣା, ମୃତ୍ୟୁବରଣ କରିଥିବା ସମସ୍ତ ୩ ଜଣ ବ୍ୟକ୍ତି ଭାରତୀୟ

ଲଣ୍ଡନ: ପୂର୍ବ ଲଣ୍ଡନର ସଡ଼କରେ ଦୁର୍ବୃତ୍ତଙ୍କ ଛୁରୀ ଆକ୍ରମଣ ଘଟଣା।  ଆକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ ୩ ଜଣ ବ୍ୟକ୍ତି ଭାରତୀୟ। ସ୍କଟଲ୍ୟାଣ୍ଡ ୟାର୍ଡ ପକ୍ଷରୁ ଏହି ଘୋଷଣା କରାଯାଇଛି। ମୃତ ତିନି ଜଣ ହେଲେ ୨୯ ବର୍ଷିୟ ନରିନ୍ଦର ସିଂହ ଲୁଭାୟା, ୩୦ ବର୍ଷିୟ ହରିନ୍ଦର କୁମାର ଓ ୩୭ ବର୍ଷିୟ ମଲକିତ ସିଂହ ଧିଲୋଁ। ଗତ ରବିବାର ଇଲଫୋର୍ଡର ସେୱନକିଙ୍ଗସ୍‌ ଅଞ୍ଚଳରେ ସଂଦିଗ୍ଧଙ୍କ ଛୁରୀ ଆକ୍ରମଣରେ ୩ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.