Below header

୮୦ ଲକ୍ଷ ଟଙ୍କାରେ ନିଲାମ କରାଗଲା ମାଇକେଲ ଜ୍ୟାକସନଙ୍କ ହ୍ୱାଇଟ ଗ୍ଲୋବ୍ସ

ନିଲାମ ହେଲା ଲୋକପ୍ରିୟ ପପଷ୍ଟାର ମାଇକେଲ ଜ୍ୟାକସନଙ୍କର ହ୍ଵାଇଟ୍ ଗ୍ଲୋବ୍ସ । ଟେକ୍ସାସରେ ହୋଇଥିବା ଏହି ନିଲାମୀରେ ମାଇକେଲ ଜ୍ୟାକସନଙ୍କ ଏହି ହ୍ଵାଇଟ୍ ଗ୍ଲୋବ୍ସ ୮୫ ହଜାର ପାଉଣ୍ଡ ଅର୍ଥାତ୍ ୮୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି ।

$20K for Michael Jackson's Gloves | India Forums

ପ୍ରସିଦ୍ଧ ସିଙ୍ଗର ଏବଂ ଡ୍ୟାନ୍ସର୍ ଜ୍ୟାକସନ ବିଲି ଜିନ୍ ସହିତ ନିଜର ଅନେକ ଲୋକପ୍ରିୟ ଡ୍ୟାନ୍ସ ଏବଂ ଗୀତରେ କ୍ରିଷ୍ଟଲର ଏହି ଗ୍ଲୋବ୍ସ ପିନ୍ଧିଥିଲେ । ସୁଚନା ଅନୁଯାୟୀ ୧୯୯୮ ମସିହାରେ ଏହି ଗ୍ଲୋବ୍ସକୁ ୟୁନିସେଫକୁ ଦାନ କରିଦିଆଯାଇଥିଲା । ତେବେ ଏହି ଗ୍ଲୋବ୍ସକୁ ନିଲାମୀରେ ଜିତିଥିବା ବ୍ୟକ୍ତିଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.