ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (କେନ୍ୟୁଜ୍) : ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗଷ୍ଟ ୧୫ ନୁହଁ, ଅକ୍ଟୋବର ୨୧ରେ ଲାଲ କିଲ୍ଲାରେ ପ୍ରତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ଦିନରେ ପତାକା ଉତ୍ତୋଳନ କରିବା ହେଉଛି ଦେଶ ଇତିହାସରେ ପ୍ରଥମ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱାଧୀନ ଆଜାନ୍ଦ ହିନ୍ଦ ଫୌଜ ୭୫ ତମ ସ୍ଥାପନା ଦିବସରେ ଏକ ବିଶେଷ କାର୍ଯ୍ୟକ୍ରମରେ ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ୧୯୪୩ ମସିହା ଆଜିର ଦିନରେ ନେତାଜୀ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜ ପ୍ରତିଷ୍ଠା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସୁଭାଷ ବୋଷଙ୍କ ନାତି ମଧ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.