ଦେଶରେ ପୁଣି ଚାଲିବ ମୋଦି ମ୍ୟାଜିକ୍, ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନେଲେ ଶପଥ

ଆରମ୍ଭ ହେଲା ମୋଦିଙ୍କ ଦ୍ୱିତୀୟ ଇନିଂସ। ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି। ଦ୍ୱିତୀୟ ଥର ପାଇଁ ସମ୍ଭାଳିଛନ୍ତି ଦେଶର ଶାସନ ଡ଼ୋରି । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପ୍ରଧାନମନ୍ତ୍ରୀଙ୍କ ସହିତ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଏହି ତାଲିକାରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ରାଜନାଥ ସିଂହ

ଅମିତ ଶାହା

ନିତିନ ଗଡ଼କରି

ସ୍ମୃତି ଇରାନୀ

ସଦାନନ୍ଦ ଗୌଡ଼ା

ନିର୍ମଳା ସୀତାରମଣ

ରାମ ବିଳାଶ ପାଶ୍ୱଓ୍ଵନ

ନରେନ୍ଦ୍ର ସିଂହ ତୌମାର

ରବି ଶଙ୍କର ପ୍ରସାଦ

ହରସିମିରତ କୌର ବାଦଲ୍‌

ଥାବର ଚାନ୍ଦ ଗେହଲତ୍‌

ଧର୍ମେନ୍ଦ୍ର ପ୍ରଧାନ

ଏସ୍‌. ଜୟଶଙ୍କର

ରମେଶ ପୋଖରିଆଲ୍‌

ଅର୍ଜୁନ ମୁଣ୍ଡା

ଡକ୍ଟର ହର୍ଷବର୍ଦ୍ଧନ

ପ୍ରକାଶ କେଶବ ଜାଓ୍ଵଡ଼େକର

ପିୟୁଷ ଗୋଏଲ

ମୁକ୍‌ତାର ଅବାସ ନକ୍‌ବି

ପ୍ରହଲ୍ଳାଦ ଜୋଶୀ

ଡକ୍ଟର ମହେନ୍ଦ୍ର ପାଣ୍ଡେ

ଡକ୍ଟର ଅରବିନ୍ଦ ଗଣପତ ସାଓ୍ଵନ

ଗିରିରାଜ୍‌ ସିଂହ

ଗଜେନ୍ଦ୍ର ସିଂହ ଶେଖାଓ୍ଵତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.