Below header

ନିର୍ଭୟା ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ, ଜେଲ କାନ୍ଥରେ ମୁଣ୍ଡ ପିଟି ପିଟି କରିଛି ଏଭଳି ପ୍ରୟାସ

ନୂଆଦିଲ୍ଲୀ: ତିହାର ଜେଲରେ ନିର୍ଭୟା ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ । ଜେଲ କାନ୍ଥରେ ମୁଣ୍ଡ ପିଟି ପିଟି ଆତ୍ମହତ୍ୟା ଉଦ୍ୟମ କରିଛି ବିନୟ । ଗତ ୧୬ତାରିଖରେ ସେ ଏଭଳି ଉଦ୍ୟମ କରିଥିବା ଜଣାପଡିଛି । ତେବେ ଆତ୍ମହତ୍ୟା ଉଦ୍ୟମ କରିବା ଦ୍ବାରା ସେ ସାମାନ୍ୟ ଆହତ ହୋଇଥିବା ତିହାର ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି । ସୂଚନା ଥାଉକି ନିର୍ଭୟାଙ୍କ ୪ ଦୋଷୀଙ୍କୁ ମାର୍ଚ୍ଚ ୩ରେ ଫାଶୀ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.