କରୋନା ଲକଡାଉନ ଭିତରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି Toilet Paper Cake, ଭିଡିଓ ହେଉଛି ଭାଇରଲ

କରୋନା ଲକଡାଉନ ଭିତରେ କିଛି ଲୋକ ଘରେ ବସି ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ସେଲିବ୍ରେଟ କରୁଛନ୍ତି । ଏପରିକି, Toilet Paper Cake ମଧ୍ୟ ସାମ୍ନାକୁ ଆସିଛି । ଲୋକେ Toilet Paperରୁ cake ପ୍ରସ୍ତୁତ କରୁଛନ୍ତି । Gavriella Malka ନାମ୍ନୀ ଯୁବତୀ ନିଜ ଟୁଇଟରରେ ଏହି ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ତାଙ୍କ ହାତରେ Toilet Paper Cake ଦେଖିବାକୁ ମିଳୁଛି।

ସେହିପରି Rachel Araz Kiresepi ଜଣେ Instagram influencer । ସେ ମଧ୍ୟ ନିଜ ଜନ୍ମଦିନରେ Toilet Paper Cakeର ଫଟୋ ପୋଷ୍ଟ କରିଛନ୍ତି । ତେବେ ଲକଡାଉନ ପୂର୍ବରୁ ଅନେକ ଲୋକ Toilet Paper ଘରେ ଆଣି ଷ୍ଟକ ରଖିଦେଇଛନ୍ତି । ଜନ୍ମଦିନ ଆସିଲେ ନକଲି cake ପ୍ରସ୍ତୁତ କରି ତାହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରୁଛନ୍ତି । ଭିଡ଼ିଓଟି ଏବେ ଭାଇରଲ ହୋଇଯାଇଛି । ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଏହି ସରପ୍ରାଇଜ ଦେଇଛନ୍ତି । ଭିଡିଓରେ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି କି, ମଣିଷର ଖୁସିରେ ରୋକ ଲଗାଇ ପାରିବନି କରୋନା । ଆମେ ଖୁବଶୀଘ୍ର ଏଥିରୁ ବିଜୟ ହାସଲ କରିବା ।

 

View this post on Instagram

 

İYİKİ DE DOĞMUŞUM YA DOĞMASAYDIM NAPARDIM?! ♥️😁🎂🧻 #quarantinebirthday #evdekal

A post shared by Rachel Araz Kiresepi (@rachelaraz) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.