ଗଭୀର ପାଣି ଭିତରେ ଯୋଗାସନ, ଭାଇରାଲ ହେଉଛି ଫଟୋ ଏବଂ ଭିଡିଓ

ଯୋଗ ଅଭ୍ୟାସ ଦ୍ବାରା କେବଳ ଶରୀର ରୋଗ ମୁକ୍ତ ହୋଇନଥାଏ ବରଂ ମନକୁ ମଧ୍ୟ ଶାନ୍ତି ମିଳିଥାଏ। ଆମ ଭାରତୀୟ ସଂସ୍କୃତିରେ ଯୋଗର ପ୍ରମୁଖ୍ୟ ଭୂମିକା ରହିଛି। ଯୋଗ ଦିବସର ଏହି ଖାସ୍ ଦିନରେ ଅଧିକାଂଶ ଲୋକ ଯୋଗ ଦ୍ବାରା ମିଳୁଥିବା ଲାଭ ବିଷୟରେ କହିଥାନ୍ତି।

ତେବେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ ଏକ ଆଶ୍ଚଯ୍ୟର୍କର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ପାଣି ଭିତରେ ଯୋଗାସନ । ତାମିଲନାଡୁ ରାମେଶ୍ୱରମ୍ ସ୍ଥିତ ପଲକ ଠାରେ ପାଣିରେ ବୁଡ଼ି ଯୋଗ କରୁଛନ୍ତି । ଏଠାରେ କିଛି ଲୋକ ଯୋଗାସନ କରିବା ସହ ‘ଓମ୍‌’ ମନ୍ତ୍ର ଉଚ୍ଚାରଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.