ଲ୍ୟାଣ୍ଡିଙ୍ଗ କରୁ କରୁ ପୋଲ ସହ ଧକ୍କା ହେଲା ପ୍ଲେନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଆନ୍ଧ୍ର ପ୍ରଦେଶ(କେ ନ୍ୟୁଜ):  ଆନ୍ଧ୍ର ପ୍ରଦେଶ ବିଜୟୱାଡା ସ୍ଥିତ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ଲେଣ୍ଡିଙ୍ଗ କରୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଏକ ବିଜୁଳି ପୋଲ ସହିତ ଧକ୍କା ହୋଇଛି | କିନ୍ତୁ ସୌଭାଗ୍ୟ ବଶତଃ ବିମାନରେ ଯାଉଥିବା ୬୪ ଜଣ ଯାତ୍ରୀଙ୍କ ସମେତ ପାଇଲଟ ସୁରକ୍ଷିତ ଥିବା ଜଣାଯାଇଛି । ବିଜୟୱାଡା ବିମାନବନ୍ଦର କତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.