ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପାଓ୍ଵାର

କେନ୍ଯୁଜ୍: ମହାରାଷ୍ଟ୍ର ରାଜନୀତି ଅସ୍ଥିର ଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପାଓ୍ଵାର। ତେବେ ମହରାଷ୍ଟ୍ର ରାଜନୀତିକୁ ନେଇ ଆଲୋଚନା ହେବ ନାହିଁ। ମହରାଷ୍ଟ୍ରରେ କୃଷି ପ୍ରସଙ୍ଗ ନେଇ ମୋଦିଙ୍କ ସହ ପାଓ୍ଵାର ଆଲୋଚନା କରିବେ। ଅନ୍ୟ କେତେକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍‌ଣ ସାଢେ ୧୨ଟାରେ ସଂସଦ ଭବନ ଭିତରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.