ଅଦ୍ଭୁଦ ପରମ୍ପରା, ସାପ ସହ ଉତ୍ସବ
ସାପ ସହ ଉତ୍ସବ । ଗୁଡ଼ାଇ ହୋଇଛନ୍ତି ଦେହରେ । କିଏ ହାତରେ ଧରିଛି ତ କିଏ କାନ୍ଧରେ ପକାଇଛି। ସାପ ସହ ଗୋଟିଏ ଦିନ । ଇଏ ଏକ ଅଦ୍ଭୁଦ ପରମ୍ପରା। ଇଟାଲୀର କୋକୁଲୋ ଅଞ୍ଚଳରେ ସ୍ଥାନୀୟ ଲୋକେ ପାଳିଥାନ୍ତି ସାପ ଉତ୍ସବ। ସେଣ୍ଟ ଡୋମେନିକୋଙ୍କ ସମ୍ମାନରେ ଏହି ଉତ୍ସବ ପାଳନ ହୋଇଥାଏ।

ସେଣ୍ଟ ଡୋମେନିକୋଙ୍କ ପ୍ରତିମୂର୍ତ୍ତିକୁ ଶୋଭାଯାତ୍ରାରେ ବାହାର କରିଥାନ୍ତି ଲୋକେ। ତାଙ୍କ ଦେହ ସାରା ମଧ୍ୟ ବହୁ ସଂଖ୍ୟାରେ ସାପ ଗୁଡ଼େଇ ହୋଇ ରହିଥାନ୍ତି। ଏହି ଉତ୍ସବ ପୂର୍ବରୁ ବହୁ ସଂଖ୍ୟାରେ ସାପ ଧରିଥାନ୍ତି ସ୍ଥାନୀୟ ଲୋକେ । ତେବେ କେବଳ ବିଷହୀନ ସାପଙ୍କୁ ଧରାଯାଇଥାଏ।