ନବଜୋତ୍ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଲେ ସୁପ୍ରିମ କୋର୍ଟ

ନବଜୋତ୍ ସିଂହ ସିଦ୍ଧୁଙ୍କୁ ଜେଲ ଦଣ୍ଡାଦେଶ । ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ କୋର୍ଟ । ୧୯୮୮ ମସିହାର ଏକ ମାମଲାରେ ସୁପ୍ରିମ କୋର୍ଟ ଏହି ରାୟ ଦେଇଥିବା ନେଇ ଜଣାଯାଇଛି ।୬୫ ବର୍ଷର ବୃଦ୍ଧଙ୍କ ମୁଣ୍ଡକୁ ସିଦ୍ଧୁ ଆଘାତ କରିଥିବା ନେଇ ଅଭିଯୋଗ ଉଠିଥିଲା । ପାର୍କିଙ୍ଗରେ ଗାଡି ରଖିବାକୁ ନେଇ ଦୁହିଁଙ୍କ ଭିତରେ ବଚସା ହୋଇଥିଲା । କିନ୍ତୁ ଅପରପକ୍ଷରେ ସିଦ୍ଧୁ ହୃଦଘାତ କାରଣରୁ ସିଦ୍ଧୁଙ୍କର ମୃତ୍ୟୁ ହୋଇଥିବା ନେଇ ସଫେଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.