ଇସ୍ରାଏଲରେ ଫ୍ଲୋରୋନାର ପ୍ରଥମ କେସ୍, ଲୋକଙ୍କୁ ଦିଆଯିବ ଭ୍ୟାକ୍ସିନର ଚତୁର୍ଥ ଡୋଜ୍‌ !

ଇସ୍ରାଏଲ:ଇସ୍ରାଏଲରେ ଫ୍ଲୋରୋନାର ପ୍ରଥମ କେସ । ଓମିକ୍ରନକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢୁଥିବା ବେଳେ ଇସ୍ରାଏଲରେ ଜଣେ ଫ୍ଲୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫ୍ଲୋରୋନା ରୋଗ ହେଉଛି କୋଭିଡ-୧୯ ଓ ଇନଫ୍ଲୁଏଞ୍ଜା ବା ଫ୍ଲୁର ଡବଲ ଇନଫେକ୍ସନ ।

ଏଭିତରେ କରୋନା ବିରୋଧରେ ଲଢ଼େଇ ପାଇଁ ଇସ୍ରାଏଲ ସରକାର ଲୋକଙ୍କୁ ଭ୍ୟାକ୍ସିନର ଚତୁର୍ଥ ଡୋଜ୍‌ ଦିଆଯିବ ବୋଲି କହିିଛନ୍ତି । ରୋଗ ପ୍ରତିରୋଧ ଶକ୍ତି କମ୍‌ ଥିବା ଲୋକଙ୍କୁ ଚତୁର୍ଥ ଡୋଜ୍‌ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.