ଭୋକିଲା ବାଘକୁ ଦୂରରୁ ଦେଖିଲେ ହରିଣ, ତାପରେ ହେଲା କିଛି ଏପରି, ଦେଖନ୍ତୁ ଭିଡିଓ

ଟିକଟକରେ ସବୁଦିନ ଭଳି ଅନେକ ଭିଡିଓକୁ ମଧ୍ୟ ଲୋକମାନେ ପସନ୍ଦ କରୁଛନ୍ତି। ଯାହା ଏବେ ଟପ୍‌ ଟ୍ରେଣ୍ଡରେ ରହିଛି। ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଲୋକମାନେ ଟ୍ରେଣ୍ଡିଂ ଭିଡିଓରେ ରଖିଛନ୍ତି। କିଛି ବଛା ବଛା ଟ୍ରେଣ୍ଡିଂ ଟିକଟକ୍‌ ଭିଡିଓ ଆଜି ଆମେ ଆପଣଙ୍କୁ  ଦେଖାଇବୁ। ଯାହାକୁ ଦେଖିଲେ ଆପଣ ହସି ହସି ବେଦମ୍‌ ହୋଇଯିବେ।

ପ୍ରଥମ ଭିଡିଓରେ ଆପଣ ଦେଖିବେ ଯେ ଏକ ବାଘ ହରିଣ ପଛରେ ଦୌଡୁଛି। କିନ୍ତୁ ହରିଣ ଏତେ ଜୋରସେ ଦୌଡୁଛି ଯେ ଶେଷରେ ବାଘଟି ଥକି ଯାଉଛି।

@alinkfilmEven the best hunter may sometimes be truly despised😹♬ original sound – Link


ଏହାପରେ ଆପଣ ଦେଖନ୍ତୁ ଝଟପଟ ପ୍ରସ୍ତୁତ ହେଉଥିବା ରାଶି ଲଡୁ। ମହିଳା ଜଣଙ୍କ ଏମିତି ଉପାୟରେ ଲଡୁ ବନାଉଛନ୍ତି ତାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

@gunmun07#punekar #tiktokindia #gunmun07♬ original sound – Jessika gupta


ଏହାପରେ ଦେଖନ୍ତୁ ବ୍ୟକ୍ତି ଏମିତି ଭାବରେ ଶଙ୍ଖ ବଜାଉଛନ୍ତି ଯାହାକୁ ଦେଖି କୁକୁର ବି ଶଙ୍ଖ ଧ୍ୱନି ଭଳି ଶବ୍ଦ କରୁଛି। ଏହି ଭିଡିଓକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ।

@kuldipkumar625♬ original sound – @kuldip999


ଏହି ଭିଡିଓରେ ଦେଖନ୍ତୁ କେମିତି ଏକ ପୋଶା କୁକୁର ତାର ମାଲିକକୁ ପଢ଼ିବାକୁ ବାଧ୍ୟ କରୁଛି।

@akash_comedymujhe pe itna atyachar Ho rha h Or aap log has rhe Ho♬ original sound – shilu15_


ଏହାପରେ ଦେଖନ୍ତୁ କେମିତି ଜଣେ ଛୋଟ ଶିଶୁ ବଲିଉଡ ଗୀତରେ ଠୁମକା ଲଗାଉଛି।

@manisha__gohel_143haye 😅😘 #foruyoupage #foryou #cute #kamriya♬ original sound – manisha gohel ❤&

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.