କୁକୁରକୁ ନେଇ ଭୟଭୀତ ଇଂଲଣ୍ଡ, ଆସିବ ଡେଞ୍ଜରସ ଡଗ୍ ଆକ୍ଟ

କୁକୁରକୁ ନେଇ ଭୟଭୀତ ଇଂଲଣ୍ଡ। ଆସିବ ଡେଞ୍ଜରସ ଡଗ୍ ଆକ୍ଟ। ଇଂଲଣ୍ଡରେ ଆମେରିକାନ୍ XL ବୁଲି ଡଗ୍ ଆକ୍ରମଣ ଘଟଣା ବାରମ୍ୱାର ଘଟୁଛି।

କୁକୁରକୁ ନେଇ ଭୟଭୀତ ଇଂଲଣ୍ଡ। ଆସିବ ଡେଞ୍ଜରସ ଡଗ୍ ଆକ୍ଟ। ଇଂଲଣ୍ଡରେ ଆମେରିକାନ୍ XL ବୁଲି ଡଗ୍ ଆକ୍ରମଣ ଘଟଣା ବାରମ୍ୱାର ଘଟୁଛି। ଗତ କାଲି ଏହି ପ୍ରଜାତିର କୁକୁର ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ସେହି ହିଂସ୍ର ଓ ଉଗ୍ର ପ୍ରଜାତିର ଆମେରିକାନ XL ବୁଲି ଡଗ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି ଇଂଲଣ୍ଡ।

ଏହି ପ୍ରଜାତିର କୁକୁରଗୁଡିକ ସମାଜ ବିଶେଷ କରି ଶିଶୁଙ୍କ ପାଇଁ ବିପଦ ସୃଷ୍ଟି କରିଛି। ତେଣୁ ସେହି କୁକୁର ଉପରେ ପ୍ରତିବନ୍ଧକ ଜାରି କରାଯିବା ଉଚିତ ବୋଲି କହିଛନ୍ତି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.