ପ୍ରେମିକଙ୍କ ସହ ମିଶି ସ୍ତ୍ରୀ ସାଜିଲା ସ୍ୱାମୀର ହତ୍ୟାକାରୀ, ଗୁପ୍ତାଙ୍ଗକୁ କଲା କ୍ଷତାକ୍ତ

ପତି ପତ୍ନୀଙ୍କର ସମ୍ପର୍କ ଜନ୍ମ ଜନ୍ମ ପାଇଁ ହୋଇଥାଏ । ଅଗ୍ନିକୁ ସାକ୍ଷୀ ରଖି ସେମାନେ ଜନ୍ମ ଜନ୍ମ ପାଇଁ ସାଥିରେ ରହିବେ ବୋଲି ଶପଥ ନେଇଥାନ୍ତି । ତେବେ ଆଜିକାଲି ସମ୍ପର୍କର ନାଁରେ ବିଶ୍ୱାସଘାତକତା ଓ ହତ୍ୟା ଏକ ସାଧାରଣ କଥା ହେଇଗଲାଣି । କେଉଁଠି ପତି ପତ୍ନୀକୁ ହତ୍ୟା କରୁଛି ତ କେଉଁଠି ପତ୍ନୀ ପତିକୁ । ତେବେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଶିବପୁରୀ ଠାରେ । ଯେଉଁଠି ଜଣେ ପତ୍ନୀ ନିଜ ପ୍ରେମୀକଙ୍କ ସହ ମିଶି ନିଜ ପତିଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ ମୃତକଙ୍କ ଗୁପ୍ତାଙ୍ଗକୁ ମଧ୍ୟ କ୍ଷତାକ୍ତ କରିଛନ୍ତି ।

प्रेमी संग पत्नी ने की पत‍ि की हत्या, प्राइवेट पार्ट को पहुंचाई चोट

ସୂଚନା ଅନୁଯାୟୀ ଶିବପୁରୀର ମୁକେଶ ଜାଟବଙ୍କ ପତ୍ନୀ କଲ୍ଲୁ ପଠାନ ନାମକ ଅନ୍ୟ ଏକ ବ୍ୟକ୍ତିଙ୍କ ସହିତ ଅବୈଧ ସମ୍ପର୍କ ରଖିଥିଲେ । ଏହି କଥା ଜାଣିବା ପରେ ମୁକେଶ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡା ଲାଗି ରହୁଥିଲା । ଗୋଟେଦିନ ପତ୍ନୀ ନିଜ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ମଦ ପିଆଇ ଥିଲେ ଆଉ ତାପରେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । କେବଳ ସେତିକି ନୁହେଁ ସେ ତାଙ୍କ ଗୁପ୍ତାଙ୍ଗକୁ ମଧ୍ୟ ଆଘାତ କରିଥିଲେ ।

ଏହାସହ ପଢନ୍ତୁ ଏମିତି ଜଣେ ମଣିଷ ଯିଏ ଖରାଦିନେ ନିଆଁ ପୁଅଁନ୍ତି ଓ ଶୀତଦିନେ ଖାଆନ୍ତି ବରଫ

ଏହି ଘଟଣାରେ ପୋଲିସ ପତ୍ନୀ ତାଙ୍କ ପ୍ରେମିକ ଓ ଆଉଜଣେ ସହଯୋଗୀଙ୍କୁ ଗିରଫ କରିସାରିଛି । ଏହି ହତ୍ୟାକାଣ୍ଡ ମାନସଙ୍କ ରୋଷେଇଘରେ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.