Below header

ଟ୍ରାକ୍‌ରେ ଫାଟ ଯୋଗୁଁ ଲାଇନ୍ ଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ଜଳେଶ୍ୱର : ପଶ୍ଚିମବଙ୍ଗର ଦାନ୍ତୁନ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନ୍ ଚ୍ଯୁତ ହୋଇଛି । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରାକ୍‌ରେ ଫାଟ ହୋଇଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରା ଯାଉଛି । ଇଞ୍ଜିନ ସମେତ ୩ଟି ବଗି ମଧ୍ଯ ଲାଇନଚ୍ଯୁତ ହୋଇଛି । ଫଳରେ ଗୋଟିଏ ରୁଟ୍‌ରେ ଟ୍ରେନ ଚଳାଚଳ ବନ୍ଦ ହୋଇଛି । ରେଳ ବିଭାଗ ତରଫରୁ ଯୁଦ୍ଧ୍ଯକାଳୀନ ଭିତ୍ତି ରେ ମରାମତି କାର୍ଯ୍ଯ ଚାଲିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.