ବଢ଼ିଲା ଆୟକର ଦାଖଲ ସମୟ ସୀମା, ଏବେ ଶେଷ ତାରିଖ ଅକଟୋବର ୧୫

ନୂଆଦିଲ୍ଲୀ : ୨୦୧୭-୧୮ ବର୍ଷର ଆୟକର ଏବଂ ଅଡିଟ୍ ରିପୋର୍ଟ ଦାଖଲ ସମୟ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଅକଟୋବର ୧୫ ହେଉଛି ଶେଷ ତାରିଖ । ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ସିବିଡିଟିକୁ ତାରିଖ ବଢ଼ାଇବା ନେଇ ଅନେକ ନିବେଦନ ଆସିଥିଲା । ଏହା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.