ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ବମ୍ପର ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ରାଜସ୍ଥାନ ଲୋକ ସେବା ଆୟୋଗରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଭର୍ତ୍ତି କରାଯିବ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟrpsc.rajasthan.gov.inକୁ ଯାଇ ଆବେଦନ କରିପାରିବେ ।

ରାଜସ୍ଥାନ ଲୋକ ସେବା ଆୟୋଗରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ଜରିଆରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଭର୍ତ୍ତି କରାଯିବ । ଏଥିପାଇଁ ଖୁବଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟrpsc.rajasthan.gov.inକୁ ଯାଇ ଆବେଦନ କରିପାରିବେ । ଆବେଦନ ପତ୍ର ସବମିଟ୍‌ କରିବାର ଶେଷ ତାରିଖ ୨୧ ଫେବୃଆରୀ ୨୦୨୪ ରହିଛି ।

ପଦବୀ ବିବରଣୀ : ୨୦୦

ହିନ୍ଦୀ : ୩୭
ଇଂଲିଶ : ୨୭
ରାଜନୀତି ବିଜ୍ଞାନ : ୫
ଇତିହାସ : ୩
ସଂସ୍କୃତ : ୩୮
ସାହିତ୍ୟ : ୪୧
ବ୍ୟାକରଣ : ୩୬
ଥିଓଲୋଜି : ୩
ଆଷ୍ଟ୍ରୋଲୋଜି : ୨
ଯର୍ଜୁବେଦ : ୨
ରିଗ୍‌ବେଦ : ୧
ଯୋଗ ବିଜ୍ଞାନ : ୧

ଜରୁରୀ ତାରିଖ :ଆବେଦନ କରିବାର ଶେଷ ତାରିଖ ୨୧ ଫେବୃଆରୀ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରନ୍ତୁ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୨୧ ରୁ ୪୦ ବର୍ଷ ହେବା ଜରୁରୀ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/ଓବିସି/PWD ପ୍ରାର୍ଥୀ ୪୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୬୦୦ ଟଙ୍କା ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.