ଶାରୀରିକ ସମ୍ପର୍କ ରଖୁନଥିବା ବ୍ୟକ୍ତିଙ୍କ ଠାରେ ଦେଖାଦିଏ ଏସବୁ ସମସ୍ୟା, ରିସର୍ଚ୍ଚରେ ହେଲା ଖୁଲାସା

ନିୟମିତ ଭାବେ ଶାରୀରିକ ସମ୍ପର୍କ ରଖିବା ଶରୀର ପାଇଁ ଲାଭକାରୀ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ସମ୍ବନ୍ଧ ରଖୁଥିବା ଦମ୍ପତିଙ୍କ ସ୍ୱାସ୍ଥ୍ୟ ସାଧାରଣ ଦମ୍ପତିଙ୍କ ତୁଳନାରେ ଅଧିକ ସୁସ୍ଥ ରହିଥାଏ। ସେକ୍ସ କରିବା ବେଳେ ଶରୀରର ବ୍ୟାୟାମ ମଧ୍ୟ ହୋଇଥାଏ, ଫଳରେ ଝାଳ ବାହାରେ। ଏହା ଦ୍ୱାରା ମୋଟାପଣ ମଧ୍ୟ କମ୍‌ ହୋଇଥାଏ। ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଜଣାପଡ଼ିଛି ଯେ ଶାରୀରିକ ସମ୍ପର୍କ ନ ରଖିବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ। ସେକ୍ସର ଅଭାବ ଶରୀରକୁ ବିଭିନ୍ନ ରୂପରେ ପ୍ରଭାବିତ କରିଥାଏ। ଯଦି ଆପଣ ଦୀର୍ଘ ଦିନ ଧରି କୌଣସି ଯୌନ ଗତିବିଧି କରୁ ନାହାନ୍ତି ତେବେ ନିମ୍ନଲିଖିତ ସମସ୍ୟା ଭୋଗ କରିପାରନ୍ତି…

What Happens to Your Body When You Stop Having Sex: Pros and Cons

-ସେକ୍ସ ନ କରିବା ଦ୍ୱାରା ଆପଣଙ୍କ କାମୋଚ୍ଛା କମ୍‌ ହୋଇଯାଏ।

-ଏହା ଦ୍ୱାରା ମାନସିକତା ମଧ୍ୟ ପ୍ରଭାବିତ ହୋଇଥାଏ। ଶାରୀରିକ ସମ୍ପର୍କ ରଖୁନଥିବା ବ୍ୟକ୍ତି କମ୍‌ ଦିନ ମଧ୍ୟରେ ବିଷାଦଗ୍ରସ୍ତ ହୋଇପଡ଼ନ୍ତି। ସେମାନଙ୍କ ମନରେ ନାନା ନକରାତ୍ମକ ଚିନ୍ତା ଆସେ। ଯାହା ପରେ ଡିପ୍ରେସନ୍‌ର ରୂପ ନେଇଥାଏ।

Health benefits of sex: Research, findings, and cautions

-ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଶରୀର ଡିଟକ୍ସ ହୋଇଥାଏ। ଏହା ଦ୍ୱାରା ଶରୀରରୁ ଅନାବଶ୍ୟକ ପଦାର୍ଥ ଝାଳ ଆକାରରେ ବାହାରି ଆସେ। କିନ୍ତୁ ସମ୍ବନ୍ଧ ନ ରଖିଲେ ବର୍ଜ୍ୟବସ୍ତୁ ଶରୀରରେ ହିଁ ରହିଯାଏ। ଏହା ପରେ ରୋଗର ରୂପଧାରଣ କରିଥାଏ।

-ଖାସ୍‌ କରି ପୁରୁଷଙ୍କ ପାଇଁ ସେକ୍ସ କରିବା ନିହାତି ଆବଶ୍ୟକ। ଏକ୍ସପର୍ଟଙ୍କ କହିବାନୁସାରେ ସମ୍ବନ୍ଧ ପରେ ବୀର୍ଯ୍ୟ ବାହାରି ଯିବା ଭଲ। ନଚେତ୍‌ ଏହା ଶରୀର ଭିତରେ ଜମାଟ ବାନ୍ଧି ଯୌନରୋଗ ସୃଷ୍ଟି କରିପାରେ।

Top 6 most common sexual fantasies revealed - and what they say ...

-ସେକ୍ସ ନ କରିବା ଦ୍ୱାରା ପାର୍ଟନରଙ୍କ ସହ ସମ୍ପର୍କ ମଧ୍ୟ ଖରାପ ହେବା ସମ୍ଭାବନା ରହିଛି।

You might also like