ପୁଷ୍ପା-୨ ଫାଇଟ ସିନ୍ ଦେଖି ବ୍ୟକ୍ତିଙ୍କ କାନ କାମୁଡିଦେଲା କ୍ୟାଣ୍ଟିନ ମାଲିକ, ପେମେଣ୍ଟ ବିଲ୍କୁ ନେଇ ହୋଇଥିଲା ବିବାଦ
ରିଲିଜ ହୋଇଥିବା ଫିଲ୍ମ 'ପୁଷ୍ପା-୨' ସ୍କ୍ରିନିଂ ସମୟରେ ଥିଏଟରର କ୍ୟାଣ୍ଟିନରେ ପେମେଣ୍ଟକୁ ନେଇ ବିବାଦ ହୋଇଥିଲା । ବିବାଦ ଯୋଗୁଁ କ୍ୟାଣ୍ଟିନ ମାଲିକ ପୁଷ୍ପା ଫିଲ୍ମର ସିନ୍ ଭଳି ଗ୍ରାହକଙ୍କ କାନ କାମୁଡି ଦେଇଥିବା ଖବର ଏବେ ଚର୍ଚ୍ଚାରେ । ମଧ୍ୟପ୍ରଦେଶର ଗ୍ୱାଲିଅରରେ ଘଟିଛି ଏଭଳି ଘଟଣା ଘଟିଛି…