ଶରୀରର ତେଜ ବଢାଇବା ସହିତ ଯୁବା ଦେଖାଯିବାକୁ ଚାହୁଁଛନ୍ତିନା, ତେବେ ଆପଣାନ୍ତୁ ଏହି ସରଳ ଉପାୟ

ଆଜିକା ସମୟରେ କିଏ ବା ନିଜ ଯୁବାବସ୍ଥା ବଜାୟ ରଖିବାକୁ ନ ଚାହେଁ । ବୟସାଧିକ ଦାଗକୁ ଲୁଚେଇବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ଦାମୀ ଦାମୀ କସମେଟିକସ ଆଦି ବ୍ୟବହାର କରିବା ସହିତ ଅପରେସନ କରିବା ପର୍ଯ୍ୟନ୍ତ ବି ପଛାନ୍ତି ନାହିଁ । କିନ୍ତୁ ଏଇ ନିକଟରେ ଜଣେ ମହିଳା ବୟସାଧିକ ଦାଗକୁ ଲୁଚେଇବା ପାଇଁ ଏକ ଖୁବ ସହଜ ଓ ସରଳ ଉପାୟ ସମସ୍ତଙ୍କୁ କହିଛନ୍ତି । ଗିନା ଷ୍ଟିବାର୍ଟ ନାମକ ଜଣେ ୫୧ ବର୍ଷୀୟା ମହିଳା ଚାରିଚାରିଟା ଛୁଆଙ୍କର ମା ହୋଇ ବି ନିଜ ଯୁବାବସ୍ଥାକୁ ବଜାୟ ରଖିଛନ୍ତି । ତାଙ୍କ ସୌନ୍ଦର୍ଯ୍ୟର ମୂଳମନ୍ତ୍ର ସୂର୍ଯ୍ୟାଲୋକ ବୋଲି କହିଛନ୍ତି । କହିରଖିବା ଉଚିତ ହେବକି ସେ ହେଉଛନ୍ତି ୟୁକେର ମୂଳବାସିନ୍ଦା ।
ଗିନାଙ୍କ କହିବା ଅନୁଯାୟୀ, ନିଜ ପ୍ରାଇଭେଟ ପାର୍ଟକୁ ଦିନର କିଛି ସମୟ ପାଇଁ ସୂର୍ଯ୍ୟଲୋକରେ ଦେଖେଇ ରଖନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତିକି “ସନ ବାଥ” ହେଉଛି ଆଣ୍ଟି ଏଜିଙ୍ଗର ବେଷ୍ଟ ଟ୍ରିଟମେଣ୍ଟ । ଆଉ ମଧ୍ୟ ଫର୍ଟିଲିଟି ସହିତ ୟୁଥ ହର୍ମୋନ ବଢାଇବାରେ ବି ଏହା ସାହାଯ୍ୟ କରେ । କିନ୍ତୁ ସନ ବାଥ ନେବା ସମୟରେ ନିଜ ପ୍ରାଇଭେଟ ପାର୍ଟକୁ ସୂର୍ଯ୍ୟାଲୋକକୁ ମୁହାଁ କରି ରଖିବା ଉଚିତ । ଏମିତି କରିବା ଦ୍ୱାରା ଅଧିକ ଫାଇଦା ମିଳିଥାଏ । ସୂର୍ଯ୍ୟାଲୋକରେ ଗାଧୋଇବାର ଆଉ କଣ ଲାଭ ରହିଛି ଆସନ୍ତୁ ଜାଣିରଖିବା ।

୧. ସୂର୍ଯ୍ୟାଲୋକ ଜେନିଟାଲ୍ସ ଗୁଡିକର ଫଙ୍କସନ ବଢାଇବାରେ ସାହାଯ୍ୟ କରେ ।

୨. ଫର୍ଟିଲିଟି ବଢାଇବା ସହିତ ୟୁଥ ହର୍ମୋନ ବଢାଏ ।

୩. ମଣିଷ ଶରୀରର ସେକ୍ସ ପାୱାର ବଢାଏ ।

୪. ଭିଟାମିନ ଡ଼ି ଆବଶ୍ୟକତାକୁ ପୂରଣ କରେ ।

୫. ଆଲୋକ ଶରୀରର ସମସ୍ତ ସେଲକୁ ଆକ୍ଟିଭ କରିବାରେ ସାହାଯ୍ୟ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.