ନବରାତ୍ରୀରେ ମାଙ୍କୁ ପ୍ରସନ୍ନ କରିବା ପାଇଁ ଜପ କରନ୍ତୁ ଏହି ମନ୍ତ୍ର

ଚୈତ୍ର ନବରାତ୍ରୀର ପଞ୍ଚମ ଦିନ ଅର୍ଥାତ ଆଜି ମା ଦୁର୍ଗାଙ୍କ ସ୍କନ୍ଦମାତା ରୂପ ପୂଜା ପାଇଥାଏ। ଆଜିର ଦିନରେ ଉପବାସ କରି ବିଧି ପୂର୍ବକ ପୂଜା କରିବା ପରେ ସ୍କନ୍ଦମାତାଙ୍କର ଏହି ସ୍ତୁତି ପାଠ କରିବା ଦ୍ୱାରା ଭକ୍ତର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ମନ୍ତ୍ର ଜପ କଲେ ମା ପ୍ରସନ୍ନ ହୋଇଥାନ୍ତି।

सिंहासनगता नित्यं पद्माश्रितकरद्वया।
शुभदास्तु सदा देवी स्कन्दमाता यशस्विनी॥
या देवी सर्वभूतेषुमां स्कन्दमाता रूपेण संस्थिता।
नमस्तस्यै नमस्तस्यै नमस्तस्यै नमो नम:।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.