Viral Video: ଏଠାରେ ଦେଖନ୍ତୁ ଅଙ୍କଲ-ଆଣ୍ଟିଙ୍କ ଅଜବ ଠୁମକା, ୫ ଲକ୍ଷରୁ ଅଧିକ ଲୋକଙ୍କୁ ଆସିଲାଣି ପସନ୍ଦ

ଏବେ ଏବେ ସୋସିଆଲ ମିଡିଆରେ ଜଣେ ବୃଦ୍ଧ ଦମ୍ପତିଙ୍କ ଡ୍ୟାନ୍ସ ଭିଡିଓ ଖୁବ ଭାଇରଲ ହେଉଛି। ସାରା ଦେଶରେ କୋଭିଡ ସ୍ଥିତି ବହୁତ ଜଟିଳ ଥିବା ବେଳେ ଏହାରି ଭିତରେ କିଛି ମନୋରଞ୍ଜନଧର୍ମୀ ଭିଡିଓ ଇଣ୍ଟରନେଟରେ ବୋବାଲ କରୁଛି। ଭାଇରଲ ହେଉଥିବା ଏହି ବୃଦ୍ଧ ଦମ୍ପତିଙ୍କ ଡ୍ୟାନ୍ସ ଭିଡିଓ ଦେଖିଲେ ଆପଣ ବି ତାରିଫ ନ କରି ରହିପାରିବେ ନାହିଁ।

ଭିଡିଓକୁ ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ସାଧାରଣତଃ ଏହି ବୟସରେ ଯେଉଁଠି ଲୋକେ ନିଜ ସ୍ୱାସ୍ଥ୍ୟ ସମସ୍ୟା ସହ ଲଢ଼ୁଛନ୍ତି, ସେଠି ଏହି କପଲ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସ୍ୱଳ୍ପ ବକ୍ତର ଜୀବନକୁ କିପରି ଖୁସି ଖୁସିରେ ଜିଇଁହେବ ଏବଂ ନିଜକୁ ଫିଟ ରଖାଯାଇ ପାରିବ, ତାହା ଏହି ଭିଡିଓରୁ ଆପଣ ଦେଖିବାକୁ ପାଇପାରିବେ।

ଟ୍ୱିଟରରେ ୭ ମେ’ରେ ସେୟାର କରାଯାଇଥିବା ଏହି ଭିଡିଓକୁ ୪ ହଜାରରୁ ଅଧିକ ଲୋକ ରିଟ୍ୱିଟ କରିଥିବା ବେଳେ ୨୦ ହଜାରରୁ ଅଧିକ ୟୁଜର୍ସ ଲାଇକ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.