ହାତରେ ବନ୍ଧୁକ ଧରି କରୁଥିଲେ ରିଲ୍ସ, ଭିଡିଓ ଦେଖି ଆକ୍ସନ ନେଲା ୟୁପି ପୋଲିସ
ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଫେମସ ହେବାରେ ଏତେ ବ୍ୟସ୍ତ ଅଛନ୍ତି ଯେ ସେମାନେ ଏହା କରିବାକୁ ଯେକୌଣସି ସ୍ତରକୁ ଯାଉଛନ୍ତି । ଯେପରି ମେଟ୍ରୋ କିମ୍ବା ଟ୍ରେନରେ କେହି ଅଶ୍ଳୀଳ ନୃତ୍ୟ କରୁଛନ୍ତି ଏବଂ କେହି ବାଇକ୍ ଷ୍ଟଣ୍ଟ୍ ଦେଖାଉଛନ୍ତି । ସେହି ପରି ଏକ ଭିଡିଓ ଏବେ ଲକ୍ଷ୍ନୋରୁ ଭାଇରାଲ…