ଅପ୍ରାକୃତିକ ଉପାୟରେ କୁକୁର ସହ ଯୌନ ସମ୍ବନ୍ଧ ରଖି କୋର୍ଟର ଦ୍ୱାରସ୍ଥ ହେଲେ ମହିଳା

ଆୟାର୍ଲ୍ୟାଣ୍ଡରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୨୯ ବର୍ଷିୟ ମହିଳା କୁକୁରଙ୍କ ସହ ଯୌନ ସମ୍ବନ୍ଧ ରଖି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଶୁଣିବା ପରେ ଆପଣଙ୍କୁ ନିଶ୍ଚୟ ଅଜବ ଲାଗୁଥିବ। ଏହାକୁ ନେଇ ମାମଲା ଦାୟର ହୋଇଛି। ଏବେ ମାମଲା କୋର୍ଟରେ ପହଞ୍ଚିଲାଣି।

ଅଭିଯୋଗକାରୀ କହିଛନ୍ତି ଯେ, Rottweiler Dog  ସହ ଜଣେ ମହିଳା ଯୌନ ସମ୍ପର୍କ ରଖିଥିଲେ । ଅବୈଧ କାମ ଦୃଷ୍ଟିରୁ ଏହା ବିରୁଦ୍ଧରେ ମାମଲା ଦାୟର କରାଯାଇଛି। ରିପୋର୍ଟ ଅନୁଯାୟୀ, ମହିଳା ଜଣକ ମିଶ୍ରିତ ନସ୍ଲ କୁକୁର Rottweiler Dog  ସହ ୨୦୧୯ ମସିହାରେ ଅପ୍ରାକୃତିକ ଉପାୟରେ ଯୌନ ସମ୍ବନ୍ଧ ରଖିଥିଲେ। କୋର୍ଟରେ ମାମଲା ରୁଜୁ ହେବା ପରେ ୩ ସେପ୍ଟେମ୍ବରରେ ଜଜ୍‌ ଟ୍ରିସା କେଲୀ ଙ୍କୁ ଅଭିଯୋଗ କାରୀ ନିଜ ପକ୍ଷ ଶୁଣାଇଲେ। ଉଭୟ ପକ୍ଷର କଥା ଶୁଣିବା ପାଇଁ ଜଜ୍‌ ନିଜ ନିଷ୍ପତ୍ତି ଏହି ମାସ ଶେଷ ପର୍ଯ୍ୟନ୍ତ ସ୍ଥଗିତ କରିବାଥିବାର କହିଛନ୍ତି।

doggg
pc: daily star

ଆସନ୍ତା ଶୁଣାଣୀରେ ଉଭୟ ପକ୍ଷ ରହିବା ପାଇଁ କୁହାଯାଇଛି। ଏହାକୁ ନେଇ ପ୍ରମାଣ ଯୋଗାଡ଼ କରିବା ପାଇଁ ମଧ୍ୟ କୁହାଯାଉଛି। ଏହାପରେ ଦୋଷୀକୁ ଦଣ୍ଡ ଦେବା ପାଇଁ କୁହଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.