ଯୁବକଙ୍କୁ ଧକ୍କା ଦେବା ପରେ କାର୍ ବନେଟ ଉପରେ ୧ କିମି ଘୋଷାଡି ନେଲେ ମହିଳା, ୫ ଗିରଫ
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ କାରରେ ୧ କିମି ଘୋଷାଡି ନେଇଛନ୍ତି ଜଣେ ମହିଳା । ଦୁର୍ଘଟଣା ଘଟାଇବା ପରେ ଯୁବତୀ ଜଣକ କାରକୁ ଅଟାଇନଥିଲେ। ତେଣୁ ଯୁବକ ଜଣକ କାର୍ ଉପରକୁ ଡେଇଁ ବନେଟରେ ଲାଖି ୧ କିମି ଯାଇଥିଲେ । ଆଉ…