ଛାଡପତ୍ର ପରେ ବିକିନି ପିନ୍ଧି ଛୁଟି ମନାଉଛନ୍ତି ସାମନ୍ଥା, ଭାଇରଲ ହେଉଛି ହଟ୍ ଫଟୋ

ସମନ୍ଥାଙ୍କ ଦ୍ୱାରା ସେୟାର ହୋଇଥିବା ଲାଟେଷ୍ଟ ଫଟୋରେ ସେ ଏକ ବାଦାମୀ ରଙ୍ଗର ବିକିନି ପିନ୍ଧି ପାଣିରେ ପୋଜ୍ ଦେଉଥିଥିବାର ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକରେ ତାଙ୍କର ହଟ ଅନ୍ଦାଜ ଦେଖିବାକୁ ମିଳିଛି । ସମନ୍ଥାଙ୍କ ଏହି ହଟ୍ ଅନ୍ଦାଜ ଏବେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି ।

ସିନେମା ଜଗତରୁ କିଛି ସମୟ ବ୍ରେକ ନେବା ପରେ ଏବେ କାମକୁ ଫେରିଛନ୍ତି ସାମନ୍ଥା ରୁଥ ପ୍ରଭୁ ଆଉ ଏହାପରେ ସେ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ନିଜ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ ବିଷୟରେ ଅପଡେଟ ଦିଅନ୍ତି । ଏବେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ ତାଙ୍କ ଭ୍ୟାକେସନର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଜବରଦସ୍ତ ଲୁକ୍ ଦେଖି ଫ୍ୟାନ୍ସମାନେ ପାଗଳ ହୋଇଯାଇଛନ୍ତି । ଅଭିନେତ୍ରୀଙ୍କ ଏହି ହଟ ଲୁକ୍ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

ସମନ୍ଥାଙ୍କ ଦ୍ୱାରା ସେୟାର ହୋଇଥିବା ଲାଟେଷ୍ଟ ଫଟୋରେ ସେ ଏକ ବାଦାମୀ ରଙ୍ଗର ବିକିନି ପିନ୍ଧି ପାଣିରେ ପୋଜ୍ ଦେଉଥିଥିବାର ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକରେ ତାଙ୍କର ହଟ ଅନ୍ଦାଜ ଦେଖିବାକୁ ମିଳିଛି । ଆପଣ ହୁଏତ ସମନ୍ଥା ରୁଥ ପ୍ରଭୁଙ୍କ ଏପରି ଅନ୍ଦାଜ ପୂର୍ବରୁ କେବେ ଦେଖିନଥିବେ । ସେଥିପାଇଁ ଫ୍ୟାନ୍ସମାନେ ଅଭିନେତ୍ରୀଙ୍କ ଏହି ଲୁକ୍ ଦେଖିବା ପରେ ଚକିତ ହୋଇଯାଇଛନ୍ତି । ସମନ୍ଥାଙ୍କ ଏହି ହଟ୍ ଅନ୍ଦାଜ ଏବେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ସମନ୍ଥା ରୁଥ ପ୍ରଭୁ ତାଙ୍କ ସ୍ୱାସ୍ଥ୍ୟ କାରଣରୁ କିଛି ସମୟ ବ୍ରେକ ନେଇଥିଲେ । ସମନ୍ଥା ଅଟୋଇମ୍ୟୁନ୍ ମାୟୋସାଇଟିସ୍ ଭଳି ଗୁରୁତର ରୋଗରେ ପୀଡିତ ଥିଲେ । ଯେଉଁଥିପାଇଁ ସେ ଆମେରିକାରେ ଚିକିତ୍ସିତ ହେଉଥିଲେ, ବର୍ତ୍ତମାନ ଅଭିନେତ୍ରୀ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ପ୍ରାୟ ୭ ମାସର ଦୀର୍ଘ ବିରତି ପରେ ସମନ୍ଥା ପୁଣି ଥରେ ଫିଲ୍ମ ଦୁନିଆକୁ କମବ୍ୟାକ କରିଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସମନ୍ଥା ରୁଥ ପ୍ରଭୁଙ୍କୁ ଶେଷ ଥର ପାଇଁ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଖୁସୀ’ରେ ଦେଖିବାକୁ ମିଳିଥିଲା ​​ଯେଉଁଥିରେ ବିଜୟ ଦେବରାକୋଣ୍ଡାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସମନ୍ଥାଙ୍କ ଆଗାମୀ ଫିଲ୍ମ ହେଉଛି ‘ସିଟାଡେଲ’, ଯେଉଁଥିରେ ବରୁଣ ଧୱନ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଏବଂ ଡି.କେ । ଫ୍ୟାନ୍ସମାନେ ସମନ୍ଥାଙ୍କ ଏହି ୱେବ୍ ସିରିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

 

View this post on Instagram

 

A post shared by Samantha (@samantharuthprabhuoffl)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.