Below header

ଅଜିଙ୍କ୍ୟ ରାହାଣେ କାହିଁକି ଗଣିବେ ୧୨ ଲକ୍ଷ ଟଙ୍କାର ତଣ୍ଡ ?

ଚେନ୍ନାଇ : ଗତକାଲିର ଆଇପିଏଲ୍‌ ମ୍ୟାଚ୍‌ରେ ଭୁଲ କରି ବଡ଼ ଦଣ୍ଡ ପାଇଛନ୍ତି ରାଜସ୍ଥାନ ରୟାଲ୍ସର ଅଧିନାୟକ ଅଜିଙ୍କ୍ୟ ରାହାଣେ । ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ ଠାରୁ ହାରି ଯାଇଥିଲା । ତେବେ ବୋଲର୍‌ଙ୍କ ମନ୍ଥର ବୋଲିଂ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଅର୍ଥ ଦଣ୍ଡ ଲଗାଇଛନ୍ତି ଆଇପିଏଲ୍‌ ପରିଚାଳନା ପରିଷଦ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.