ଆଇପିଏଲ : ହାଇଦ୍ରାବାଦକୁ ୬ ରନରେ ହରାଇ ଜିତିଲା ବାଙ୍ଗାଲୋର

ଚେନ୍ନାଇ : ଆଇପିଏଲ୍‌ରେ ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଲକ୍ଷ୍ୟ ଥିଲା ମାତ୍ର ୧୫୦ ରନ । ହେଲେ ବାଙ୍ଗାଲୋର ବିପକ୍ଷରେ ହାଇଦ୍ରାବାଦ ୨୦ ଓଭରରେ ୧୪୩ ରନ କରି ପାରିଲା । ଫଳରେ ଆଜି ବାଙ୍ଗାଲୋର ୬ ରନରେ ଜିତି ଚଳିତ ଆଇପିଏଲରେ ଦ୍ଵିତୀୟ ବିଜୟ ହାସଲ କରିଛି।

ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ମାତ୍ର ୧୪୯ ରନ୍‌ ସ୍କୋର କରିଥିଲା । ପରେ ୧୫୦ ରନ୍‌ର ବିଜୟଲକ୍ଷ୍ୟ ନେଇ ହାଇଦ୍ରାବାଦ କରିଥିଲା ରନ୍‌ । ଦଳ ପକ୍ଷରୁ ଓପ୍ନର ରିଧିମାନ ଶାହା ମାତ୍ର ୧ ରନ୍‌ କରି ମାକ୍ସଓ୍ଵଲଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଡେଭିଡ୍‌ ଓ୍ଵର୍ଣ୍ଣର, ମନୀଷ ପାଣ୍ଡେ, ଜନୀ ବ୍ୟାରେଷ୍ଟା, ବିଜୟ ଶଙ୍କର, ଜାସନ୍‌ ହୋଲଡର, ଅବଦୁଲ ସମାଦ, ରସିଦ ଖାନ୍‌, ଭୁବନେଶ୍ୱର କୁମାର ।

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.